ଲୂକ ଲିଖିତ ସୁସମାଚାର 12:25 - ପବିତ୍ର ବାଇବଲ25 ତୁମ୍ଭମାନଙ୍କ ଭିତରେ କ’ଣ ଏପରି କିଏ ଅଛି, ଯେ କି ଏଗୁଡ଼ିକ ପାଇଁ ବ୍ୟସ୍ତ ହେବା ଦ୍ୱାରା ନିଜ ପରମାୟୁରେ ଆଉ ଘଡ଼ିଏ ସମୟ ଯୋଡ଼ି ପାରିବ? Viz kapitolaପବିତ୍ର ବାଇବଲ (Re-edited) - (BSI)25 ପୁଣି, ତୁମ୍ଭମାନଙ୍କ ମଧ୍ୟରେ କିଏ ଚିନ୍ତା କରି କରି ଆପଣା ଆୟୁ ହାତେ ଦୀର୍ଘ କରି ପାରେ? Viz kapitolaଓଡିଆ ବାଇବେଲ25 ପୁଣି, ତୁମ୍ଭମାନଙ୍କ ମଧ୍ୟରେ କିଏ ଚିନ୍ତା କରି କରି ଆପଣା ଆୟୁ ହାତେ ବଢ଼ାଇ ପାରେ ? Viz kapitolaପବିତ୍ର ବାଇବଲ (CL) NT (BSI)25 ନିଜ ବିଷୟରେ ଚିନ୍ତିତ ହୋଇ ତୁମ ମଧ୍ୟରୁ କେହି କ’ଣ ତା’ର ଆୟୁ ଟିକିଏ ହେଲେ ବଢ଼ାଇ ଦେଇ ପାରିବ? Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT25 ପୁଣି, ତୁମ୍ଭମାନଙ୍କ ମଧ୍ୟରେ କିଏ ଚିନ୍ତା କରି କରି ଆପଣା ଆୟୁ ହାତେ ବଢ଼ାଇପାରେ? Viz kapitola |