ଲୂକ ଲିଖିତ ସୁସମାଚାର 11:40 - ପବିତ୍ର ବାଇବଲ40 ହେ ନିର୍ବୋଧଗଣ! ବାହାରେ ଯାହା ଅଛି, ତାହା ଯିଏ ତିଆରି କରିଛନ୍ତି ସେ ମଧ୍ୟ ଭିତରେ ଥିବା ବିଷୟ ସବୁ ତିଆରି କରିଛନ୍ତିା Viz kapitolaପବିତ୍ର ବାଇବଲ (Re-edited) - (BSI)40 ହେ ନିର୍ବୋଧମାନେ, ଯେ ବାହାର ସୃଷ୍ଟି କଲେ, ସେ କି ଭିତର ମଧ୍ୟ ସୃଷ୍ଟି କଲେ ନାହିଁ? Viz kapitolaଓଡିଆ ବାଇବେଲ40 ହେ ନିର୍ବୋଧମାନେ, ଯେ ବାହାର ସୃଷ୍ଟି କଲେ, ସେ କି ଭିତର ମଧ୍ୟ ସୃଷ୍ଟି କଲେ ନାହିଁ ? Viz kapitolaପବିତ୍ର ବାଇବଲ (CL) NT (BSI)40 ହେ ନିର୍ବୋଧ! ଯେଉଁ ଈଶ୍ୱର ବାହାର ଅଂଶ ସୃଷ୍ଟି କରିଛନ୍ତି, ସେ କଅଣ ଭିତର ଅଂଶଟିକୁ ମଧ୍ୟ ସୃଷ୍ଟି କରି ନାହାନ୍ତି? Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT40 ହେ ନିର୍ବୋଧମାନେ, ଯେ ବାହାର ସୃଷ୍ଟି କଲେ, ସେ କି ଭିତର ମଧ୍ୟ ସୃଷ୍ଟି କଲେ ନାହିଁ? Viz kapitola |