Online Bible

- Reklamy -




ଲୂକ ଲିଖିତ ସୁସମାଚାର 11:25 - ପବିତ୍ର ବାଇବଲ

25 ଯେତେବେଳେ ଭୂତଟି ସେହି ମଣିଷ ନିକଟକୁ ଫେରି ଆସେ, ସେ ଦେଖେ ଯେ ସେହି ଘରଟି ସଫାସୁତୁରା ଓ ସବୁ ଠି‌‌କ୍‌‌ଠାକ୍ ଅଛି।

Viz kapitola kopírovat

ପବିତ୍ର ବାଇବଲ (Re-edited) - (BSI)

25 ପୁଣି, ସେ ଆସି ତାହା ମାର୍ଜ୍ଜିତ ଓ ସୁଶୋଭିତ ଦେଖେ।

Viz kapitola kopírovat

ଓଡିଆ ବାଇବେଲ

25 ପୁଣି, ସେ ଆସି ତାହା ପରିଷ୍କାର ହୋଇଥିବା ଦେଖେ ।

Viz kapitola kopírovat

ପବିତ୍ର ବାଇବଲ (CL) NT (BSI)

25 ତେଣୁ ସେ ଫେରିଯାଏ ଓ ସେହି ଗୃହକୁ ପରିଷ୍କାର ପରିଚ୍ଛନ୍ନ ଥିବାର ଦେଖିଲେ,

Viz kapitola kopírovat

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

25 ପୁଣି, ସେ ଆସି ତାହା ପରିଷ୍କାର ହୋଇଥିବା ଦେଖେ।

Viz kapitola kopírovat




ଲୂକ ଲିଖିତ ସୁସମାଚାର 11:25

Následuj nás:

Reklamy


Reklamy