ଲୂକ ଲିଖିତ ସୁସମାଚାର 10:18 - ପବିତ୍ର ବାଇବଲ18 ଏହା ଶୁଣି ଯୀଶୁ ସେମାନଙ୍କୁ କହିଲେ, “ମୁଁ ଶୟତାନକୁ ଆକାଶରୁ ବିଜୁଳି ଭଳି ଖସିଥିବାର ଦେଖିଛି। Viz kapitolaପବିତ୍ର ବାଇବଲ (Re-edited) - (BSI)18 କିନ୍ତୁ ସେ ସେମାନଙ୍କୁ କହିଲେ, ବିଜୁଳି ପରି ସ୍ଵର୍ଗରୁ ଶୟତାନକୁ ପଡ଼ିବା ମୁଁ ଦେଖୁଥିଲି। Viz kapitolaଓଡିଆ ବାଇବେଲ18 କିନ୍ତୁ ଯୀଶୁ ସେମାନଙ୍କୁ କହିଲେ, ବିଜୁଳି ପରି ସ୍ୱର୍ଗରୁ ଶୟତାନକୁ ପଡ଼ିବା ମୁଁ ଦେଖୁଥିଲି । Viz kapitolaପବିତ୍ର ବାଇବଲ (CL) NT (BSI)18 ଯୀଶୁ ସେମାନଙ୍କୁ କହିଲେ, “ମୁଁ ଶୟତାନକୁ ବିଜୁଳି ପରି ଆକାଶରୁ ଖସିବା ଦେଖିଲି। Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT18 କିନ୍ତୁ ଯୀଶୁ ସେମାନଙ୍କୁ କହିଲେ, “ବିଜୁଳି ପରି ସ୍ୱର୍ଗରୁ ଶୟତାନକୁ ପଡ଼ିବା ମୁଁ ଦେଖୁଥିଲି। Viz kapitola |