ଲୂକ ଲିଖିତ ସୁସମାଚାର 1:44 - ପବିତ୍ର ବାଇବଲ44 ମୁଁ ତୁମ୍ଭ ଅଭିବାଦନର ସ୍ୱର ଶୁଣିବା ମାତ୍ରେ ମୋର ଗର୍ଭସ୍ଥ ସନ୍ତାନ ଆନନ୍ଦରେ ନାଚି ଉଠିଲା। Viz kapitolaପବିତ୍ର ବାଇବଲ (Re-edited) - (BSI)44 କାରଣ ଦେଖ, ତୁମ୍ଭ ସମ୍ଭାଷଣର ସ୍ଵର ମୋʼ କର୍ଣ୍ଣରେ ପ୍ରବେଶ କରିବାମାତ୍ରେ ଶିଶୁଟି ମୋʼ ଗର୍ଭରେ ଉଲ୍ଲାସରେ ନାଚି ଉଠିଲା। Viz kapitolaଓଡିଆ ବାଇବେଲ44 କାରଣ ଦେଖ, ତୁମ୍ଭ ସମ୍ଭାଷଣର ସ୍ୱର ମୋ' କାନରେ ପ୍ରବେଶ କରିବା ମାତ୍ରେ ଶିଶୁଟି ମୋ' ଗର୍ଭରେ ଉଲ୍ଲାସରେ ନାଚି ଉଠିଲା । Viz kapitolaପବିତ୍ର ବାଇବଲ (CL) NT (BSI)44 ତୁମର ସମ୍ଭାଷଣ ଶୁଣିବା ମାତ୍ରେ ମୋ’ ଗର୍ଭସ୍ଥ ଶିଶୁଟି ଆନନ୍ଦରେ ନାଚି ଉଠିଲା। Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT44 କାରଣ ଦେଖ, ତୁମ୍ଭ ସମ୍ଭାଷଣର ସ୍ୱର ମୋʼ କାନରେ ପ୍ରବେଶ କରିବା ମାତ୍ରେ ଶିଶୁଟି ମୋʼ ଗର୍ଭରେ ଉଲ୍ଲାସରେ ନାଚି ଉଠିଲା। Viz kapitola |