ଲେବୀୟ ପୁସ୍ତକ 20:15 - ପବିତ୍ର ବାଇବଲ15 “ଯଦି କେହି କୌଣସି ପଶୁକୁ ସଙ୍ଗମ କରେ, ତେବେ ସେ ନିଶ୍ଚୟ ହତ ହେବ ଓ ତୁମ୍ଭେମାନେ ମଧ୍ୟ ସେହି ପଶୁକୁ ବଧ କରିବ। Viz kapitolaପବିତ୍ର ବାଇବଲ (Re-edited) - (BSI)15 ପୁଣି, ଯେବେ କେହି ପଶୁ ସହିତ ସଙ୍ଗମ କରେ, ତେବେ ସେ ନିତା; ହତ ହେବ; ପୁଣି ତୁମ୍ଭେମାନେ ସେହି ପଶୁକୁ ମଧ୍ୟ ବଧ କରିବ। Viz kapitolaଓଡିଆ ବାଇବେଲ15 ପୁଣି, ଯଦି କେହି ପଶୁ ସହିତ ସହବାସ କରେ, ତେବେ ସେ ନିତାନ୍ତ ହତ ହେବ; ପୁଣି ତୁମ୍ଭେମାନେ ସେହି ପଶୁକୁ ମଧ୍ୟ ବଧ କରିବ। Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT15 ପୁଣି, ଯଦି କେହି ପଶୁ ସହିତ ସହବାସ କରେ, ତେବେ ସେ ନିତାନ୍ତ ହତ ହେବ; ପୁଣି ତୁମ୍ଭେମାନେ ସେହି ପଶୁକୁ ମଧ୍ୟ ବଧ କରିବ। Viz kapitola |