Online Bible

- Reklamy -




ଯିହୋଶୂୟ 19:38 - ପବିତ୍ର ବାଇବଲ

38 ଯିରୋଣ ମି‌ଗ୍‌ଦଲେଲ, ହୋରେମ୍ ବୈଥଂନାତ୍, ବୈ‌ଥ୍‌ଶେମଶ ଏହିସବୁ ଶକ୍ତିଶାଳୀ ନଗରଗୁଡ଼ିକ ଥିଲା। ଏହିପରି ଭାବରେ କ୍ଷେତକୁ ମିଶାଇ ଉଣିଶିଟି ନଗର ଚତୁର୍ପାର୍ଶ୍ୱରେ ଥିଲା।

Viz kapitola kopírovat

ପବିତ୍ର ବାଇବଲ (Re-edited) - (BSI)

38 ଓ ଯିରୋଣ ଓ ମିଗ୍ଦଲେଲ ଓ ହୋରେମ୍ ଓ ବୈଥଂନାତ୍ ଓ ବୈଥ୍ଶେମଶ୍; ଏହିସବୁ ପ୍ରାଚୀରବେଷ୍ଟିତ ନଗର ଥିଲା; ଗ୍ରାମ ସମେତ ଊଣାଇଶ ନଗର।

Viz kapitola kopírovat

ଓଡିଆ ବାଇବେଲ

38 ଓ ଯିରୋଣ ଓ ମିଗ୍‍ଦଲେଲ ଓ ହୋରେମ୍‍ ଓ ବେଥ୍-ଆନାତ୍ ଓ ବେଥ୍-ଶେମଶ; ଏହିସବୁ ପ୍ରାଚୀରବେଷ୍ଟିତ ନଗର ଥିଲା; ଗ୍ରାମ ସମେତ ଊଣାଇଶ ନଗର।

Viz kapitola kopírovat

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

38 ଓ ଯିରୋଣ ଓ ମିଗ୍‍ଦଲେଲ ଓ ହୋରେମ୍‍ ଓ ବେଥ୍-ଆନାତ୍ ଓ ବେଥ୍-ଶେମଶ; ଏହିସବୁ ପ୍ରାଚୀର-ବେଷ୍ଟିତ ନଗର ଥିଲା; ଗ୍ରାମ ସମେତ ଊଣେଇଶ ନଗର।

Viz kapitola kopírovat




ଯିହୋଶୂୟ 19:38

Následuj nás:

Reklamy


Reklamy