Online Bible

- Reklamy -




ଯିହୋଶୂୟ 19:33 - ପବିତ୍ର ବାଇବଲ

33 ସେମାନେ ଯେଉଁସବୁରୁ ଭୂମି ପାଇଥିଲେ, ସେ ସବୁର ସୀମା ଏହିପରି ଥିଲା। ଏହା ସାନନ୍ନୀମ ନିକଟସ୍ଥ ହେ‌ଲ୍‌ଫଠାରୁ ଆରମ୍ଭ ହେଲା। ଏହାର ସୀମା ଆଦାମୀ ଯ‌‌ବ୍‌‌ନିୟେଲଠାରୁ ନେକ୍‌ବ ମଧ୍ୟଦେଇ ଗଲା। ଏହାର ସୀମା ଲ‌କ୍‌କୁମ ଓ ଯର୍ଦ୍ଦନ ନଦୀ ଶେଷଭାଗ ଯାଏ ଲାଗିଥିଲା।

Viz kapitola kopírovat

ପବିତ୍ର ବାଇବଲ (Re-edited) - (BSI)

33 ସେମାନଙ୍କ ସୀମା ହେଲଫଠାରୁ, ଅର୍ଥାତ୍, ସାନନ୍ନୀମ ନିକଟସ୍ଥ ଆଲୋନଠାରୁ ଅଦାମୀ ନେକ୍ବ ଓ ଯବ୍ନୀୟେଲ ଦେଇ ଲକ୍କୁମ ପର୍ଯ୍ୟନ୍ତ ଗଲା; ଯର୍ଦ୍ଦନ ନିକଟରେ ତହିଁର ପ୍ରା; ଥିଲା।

Viz kapitola kopírovat

ଓଡିଆ ବାଇବେଲ

33 ସେମାନଙ୍କ ସୀମା ହେଲଫଠାରୁ, ଅର୍ଥାତ୍‍, ସାନନ୍ନୀମ ନିକଟସ୍ଥ ଅଲୋନଠାରୁ ଅଦାମୀ ନେକ୍‍ବ ଓ ଯବ୍‍ନୀୟେଲ ଦେଇ ଲକ୍‍କୁମ ପର୍ଯ୍ୟନ୍ତ ଗଲା; ଯର୍ଦ୍ଦନ ନିକଟରେ ତହିଁର ପ୍ରାନ୍ତ ଥିଲା।

Viz kapitola kopírovat

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

33 ସେମାନଙ୍କ ସୀମା ହେଲଫଠାରୁ, ଅର୍ଥାତ୍‍, ସାନନ୍ନୀମ ନିକଟସ୍ଥ ଅଲୋନଠାରୁ ଅଦାମୀ ନେକ୍‍ବ ଓ ଯବ୍‍ନୀୟେଲ ଦେଇ ଲକ୍କୁମ ପର୍ଯ୍ୟନ୍ତ ଗଲା; ଯର୍ଦ୍ଦନ ନିକଟରେ ତହିଁର ପ୍ରାନ୍ତ ଥିଲା।

Viz kapitola kopírovat




ଯିହୋଶୂୟ 19:33

Následuj nás:

Reklamy


Reklamy