Online Bible

- Reklamy -




ବିଚାରକର୍ତ୍ତା 6:29 - ପବିତ୍ର ବାଇବଲ

29 ସହରର ଲୋକମାନେ ପରସ୍ପର କୁହାକୁହି ହେଲେ। “କିଏ ଏହା କରିଛି? ସମସ୍ତେ ଖୋଜିବା ଓ ତଦନ୍ତ ନେବା ପରେ,” କେହି ଜଣେ ତାଙ୍କୁ କହିଲେ, “ଯୋୟାଶର ପୁତ୍ର ଗିଦିୟୋନ ଏପରି କରିଛି।”

Viz kapitola kopírovat

ପବିତ୍ର ବାଇବଲ (Re-edited) - (BSI)

29 ତହୁଁ ସେମାନେ ପରସ୍ପର କହିଲେ, ଏ କଥା କିଏ କରିଅଛି; ପୁଣି ସେମାନେ ପଚାରି ବୁଝି କହିଲେ, ଯୋୟାଶର ପୁତ୍ର ଗିଦିୟୋନ୍ ଏକଥା କରିଅଛି।

Viz kapitola kopírovat

ଓଡିଆ ବାଇବେଲ

29 ତହୁଁ ସେମାନେ ପରସ୍ପର କହିଲେ, ଏ କଥା କିଏ କରିଅଛି; ପୁଣି ସେମାନେ ପଚାରି ବୁଝି କହିଲେ, ଯୋୟାଶ୍‍ର ପୁତ୍ର ଗିଦିୟୋନ୍‍ ଏକଥା କରିଅଛି।

Viz kapitola kopírovat

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

29 ତହୁଁ ସେମାନେ ପରସ୍ପର କହିଲେ, “ଏ କଥା କିଏ କରିଅଛି;” ପୁଣି ସେମାନେ ପଚାରି ବୁଝି କହିଲେ, “ଯୋୟାଶ୍‍ର ପୁତ୍ର ଗିଦିୟୋନ୍‍ ଏ କଥା କରିଅଛି।”

Viz kapitola kopírovat




ବିଚାରକର୍ତ୍ତା 6:29

Následuj nás:

Reklamy


Reklamy