ବିଚାରକର୍ତ୍ତା 5:27 - ପବିତ୍ର ବାଇବଲ27 ତାହାର ପାଦତଳେ ନଇଁ ପଡ଼ିଲା, ପାଦତଳେ ସେ ଲୋଟି ପଡ଼ିଲା, ପାଦତଳେ ସେ ଶୋଇ ପଡ଼ିଲା। ଯେଉଁଠାରେ ସେ ଶୋଇ ପଡ଼ିଲା ସେହିଠାରେ ସେ ମଲା। Viz kapitolaପବିତ୍ର ବାଇବଲ (Re-edited) - (BSI)27 ତାହାର ପାଦ ତଳେ ସେ ନଇଁଲା, ସେ ପଡ଼ିଲା, ସେ ଶୋଇଲା; ତାହାର ପାଦ ତଳେ ସେ ନଇଁଲା, ସେ ପଡ଼ିଲା; ଯେଉଁଠାରେ ସେ ନଇଁଲା, ସେହିଠାରେ ସେ ହତ ହୋଇ ପଡ଼ିଲା। Viz kapitolaଓଡିଆ ବାଇବେଲ27 ସେହି ସ୍ତ୍ରୀର ପାଦ ତଳେ ସେ ନଇଁଲା, ସେ ପଡ଼ିଲା, ସେ ଶୋଇଲା; ସେହି ସ୍ତ୍ରୀର ପାଦ ତଳେ ସେ ନଇଁଲା, ସେ ପଡ଼ିଲା; ଯେଉଁଠାରେ ସେ ନଇଁଲା, ସେହିଠାରେ ସେ ହତ ହୋଇ ପଡ଼ିଲା। Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT27 ସେହି ସ୍ତ୍ରୀର ପାଦ ତଳେ ସେ ନଇଁଲା, ସେ ପଡ଼ିଲା, ସେ ଶୋଇଲା; ସେହି ସ୍ତ୍ରୀର ପାଦ ତଳେ ସେ ନଇଁଲା, ସେ ପଡ଼ିଲା; ଯେଉଁଠାରେ ସେ ନଇଁଲା, ସେହିଠାରେ ସେ ହତ ହୋଇ ପଡ଼ିଲା। Viz kapitola |