ବିଚାରକର୍ତ୍ତା 19:14 - ପବିତ୍ର ବାଇବଲ14 ତେଣୁ ସେମାନେ ଆପଣା ପଥରେ ଗ୍ଭଲିଗଲେ। ବିନ୍ୟାମୀନ ପରିବାରବର୍ଗର ଅଧୀନରେ ଥିବା ଗିବିୟା ନିକଟରେ ପହଞ୍ଚିଲା ବେଳେ ସୂର୍ଯ୍ୟ ଅସ୍ତ ହେଉଥିଲା। Viz kapitolaପବିତ୍ର ବାଇବଲ (Re-edited) - (BSI)14 ତେଣୁ ସେମାନେ ଆପଣା ପଥରେ ଚାଲିଗଲେନ୍ତପୁଣି ବିନ୍ୟାମୀନର ଅଧିକାରସ୍ଥ ଗିବୀୟା ନିକଟରେ ହେବା ବେଳେ ସୂର୍ଯ୍ୟ ଅସ୍ତ ହେଲା। Viz kapitolaଓଡିଆ ବାଇବେଲ14 ତେଣୁ ସେମାନେ ଆପଣା ପଥରେ ଚାଲିଗଲେ; ପୁଣି ବିନ୍ୟାମୀନ୍ର ଅଧିକାରସ୍ଥ ଗିବୀୟାର ନିକଟବର୍ତ୍ତୀ ହେବା ବେଳେ ସୂର୍ଯ୍ୟ ଅସ୍ତ ହେଲା। Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT14 ତେଣୁ ସେମାନେ ଆପଣା ପଥରେ ଚାଲିଗଲେ; ପୁଣି ବିନ୍ୟାମୀନ୍ର ଅଧିକାରସ୍ଥ ଗିବୀୟାର ନିକଟବର୍ତ୍ତୀ ହେବା ବେଳେ ସୂର୍ଯ୍ୟ ଅସ୍ତ ହେଲା। Viz kapitola |