Online Bible

- Reklamy -




ବିଚାରକର୍ତ୍ତା 15:17 - ପବିତ୍ର ବାଇବଲ

17 ଯେତେବେଳେ ଶା‌ମ୍‌ଶୋନ୍ ଏ କଥା କହିଲେ, ତା'ପରେ ସେ ଗଧର ହନୁହାଡ଼କୁ ଫିଙ୍ଗି ଦେଲେ, ଏହା ପରେ ସେହି ସ୍ଥାନର ନାମ ରାମ‌ତ୍‌ଲିହୀ (ଥୋମଣି ଗିରି) ରହିଲା।

Viz kapitola kopírovat

ପବିତ୍ର ବାଇବଲ (Re-edited) - (BSI)

17 ଏହା କହିବାର ଶେଷ କଲା ଉତ୍ତାରେ ସେ ଆପଣା ହସ୍ତରୁ ଗଧ ଥୋମଣି ପକାଇଦେଲା; ପୁଣି ସେହି ସ୍ଥାନର ନାମ ରାମତ୍-ଲିହୀ (ଥୋମଣି-ଗିରି) ହେଲା।

Viz kapitola kopírovat

ଓଡିଆ ବାଇବେଲ

17 ଏହା କହିବାର ଶେଷ କଲା ଉତ୍ତାରେ ସେ ଆପଣା ହସ୍ତରୁ ଗଧ ଥୋମଣି ପକାଇଦେଲା; ପୁଣି ସେହି ସ୍ଥାନର ନାମ ରାମତ୍‍-ଲିହୀ ହେଲା।

Viz kapitola kopírovat

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

17 ଏହା କହିବାର ଶେଷ କଲା ଉତ୍ତାରେ ସେ ଆପଣା ହସ୍ତରୁ ଗଧ ଥୋମଣି ପକାଇଦେଲା; ପୁଣି ସେହି ସ୍ଥାନର ନାମ ରାମତ୍‍-ଲିହୀ ହେଲା।

Viz kapitola kopírovat




ବିଚାରକର୍ତ୍ତା 15:17

Následuj nás:

Reklamy


Reklamy