Online Bible

- Reklamy -




ବିଚାରକର୍ତ୍ତା 14:7 - ପବିତ୍ର ବାଇବଲ

7 ଏହିପରି ଭାବରେ ଶା‌ମ୍‌ଶୋନ୍ ନଗରକୁ ଯାଇ ପଲେଷ୍ଟୀୟ ସ୍ତ୍ରୀଲୋକଟି ସହିତ କଥା ହେଲେ। ସେହି ସ୍ତ୍ରୀଲୋକଟି ଶା‌ମ୍‌ଶୋ‌ନଙ୍କୁ ପସନ୍ଦ କଲା।

Viz kapitola kopírovat

ପବିତ୍ର ବାଇବଲ (Re-edited) - (BSI)

7 ଏଉତ୍ତାରେ ସେ ଯାଇ ସେହି ସ୍ତ୍ରୀ ସଙ୍ଗରେ କଥାବାର୍ତ୍ତା କଲା ଓ ସେ ତାହା ଦୃଷ୍ଟିରେ ପସନ୍ଦ ହେଲା।

Viz kapitola kopírovat

ଓଡିଆ ବାଇବେଲ

7 ଏଥିଉତ୍ତାରେ ଶାମ୍‍ଶୋନ୍‍ ଯାଇ ସେହି ସ୍ତ୍ରୀ ସଙ୍ଗରେ କଥାବାର୍ତ୍ତା କଲା ଓ ସେ ସ୍ତ୍ରୀ ଦୃଷ୍ଟିରେ ପସନ୍ଦ ହେଲା।

Viz kapitola kopírovat

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

7 ଏଥିଉତ୍ତାରେ ଶାମ୍‍ଶୋନ୍‍ ଯାଇ ସେହି ସ୍ତ୍ରୀ ସଙ୍ଗରେ କଥାବାର୍ତ୍ତା କଲା ଓ ସେ ସ୍ତ୍ରୀ ଦୃଷ୍ଟିରେ ପସନ୍ଦ ହେଲା।

Viz kapitola kopírovat




ବିଚାରକର୍ତ୍ତା 14:7

Následuj nás:

Reklamy


Reklamy