ବିଚାରକର୍ତ୍ତା 11:25 - ପବିତ୍ର ବାଇବଲ25 ମୋତେ କୁହ, ତୁମ୍ଭେ କ’ଣ ମୋୟାବ ରାଜା ସିପ୍ପୋରର ପୁତ୍ର ବାଲାକଠାରୁ କିଛି କ’ଣ ଅଧିକ? ସେ କ’ଣ କେବେ ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧ କରିଥିଲେ? ସେ କ’ଣ କେବେ ଇଶ୍ମାୟେଲ ସହିତ ଯୁଦ୍ଧ କରିଥିଲେ? Viz kapitolaପବିତ୍ର ବାଇବଲ (Re-edited) - (BSI)25 କୁହ ଦେଖି, ତୁମ୍ଭେ କି ମୋୟାବ-ରାଜା ସିପ୍ପୋରର ପୁତ୍ର ବାଲାକ୍ଠାରୁ କିଛି ଅଧିକ? ସେ କି ଇସ୍ରାଏଲ ସଙ୍ଗେ କେବେ ବିବାଦ କରିଥିଲେ? ଅବା ସେ କି କେବେ ସେମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିଥିଲେ? Viz kapitolaଓଡିଆ ବାଇବେଲ25 କୁହ ଦେଖି, ତୁମ୍ଭେ କି ମୋୟାବ ରାଜା ସିପ୍ପୋରର ପୁତ୍ର ବାଲାକ୍ଠାରୁ କିଛି ଅଧିକ ? ସେ କି ଇସ୍ରାଏଲ ସଙ୍ଗେ କେବେ ବିବାଦ କରିଥିଲେ ? ଅବା ସେ କି କେବେ ସେମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିଥିଲେ ? Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT25 କୁହ ଦେଖି, ତୁମ୍ଭେ କି ମୋୟାବ-ରାଜା ସିପ୍ପୋରର ପୁତ୍ର ବାଲାକଠାରୁ କିଛି ଅଧିକ? ସେ କି ଇସ୍ରାଏଲ ସଙ୍ଗେ କେବେ ବିବାଦ କରିଥିଲେ? ଅବା ସେ କି କେବେ ସେମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିଥିଲେ? Viz kapitola |