ଯାକୁବଙ୍କ ପତ୍ର 1:20 - ପବିତ୍ର ବାଇବଲ20 କାରଣ ଜଣେ ମଣିଷର କ୍ରୋଧ ତାହାକୁ ପରମେଶ୍ୱରଙ୍କ ଇଚ୍ଛାନୁମୋଦିତ ଧାର୍ମିକ ଜୀବନ କାଟିବାକୁ ସାହାଯ୍ୟ କରେ ନାହିଁ। Viz kapitolaପବିତ୍ର ବାଇବଲ (Re-edited) - (BSI)20 କାରଣ ମନୁଷ୍ୟର କ୍ରୋଧ ଈଶ୍ଵରଙ୍କ ଗ୍ରାହ୍ୟ ଧାର୍ମିକତା ସାଧନ କରେ ନାହିଁ। Viz kapitolaଓଡିଆ ବାଇବେଲ20 କାରଣ ମନୁଷ୍ୟର କ୍ରୋଧ ଈଶ୍ୱରଙ୍କ ଗ୍ରାହ୍ୟ ଧାର୍ମିକତା ସାଧନ କରେ ନାହିଁ । Viz kapitolaପବିତ୍ର ବାଇବଲ (CL) NT (BSI)20 କ୍ରୋଥରେ ସଂଯୁତ ହୁଅ, କାରଣ ମନୁଷ୍ୟର କ୍ରୋଧ ଦ୍ୱାରା ଈଶ୍ୱରଙ୍କ ପବିତ୍ର ସଙ୍କଳ୍ପ ବିପନ୍ନ ହୁଏ। Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT20 କାରଣ ମନୁଷ୍ୟର କ୍ରୋଧ ଈଶ୍ବରଙ୍କ ଗ୍ରାହ୍ୟ ଧାର୍ମିକତା ସାଧନ କରେ ନାହିଁ। Viz kapitola |