ଯିଶାଇୟ 21:11 - ପବିତ୍ର ବାଇବଲ11 ଦୁମା ବିଷୟରେ ଶୋକବାର୍ତ୍ତା। ଜଣେ ସେୟୀରଠାରୁ ମୋତେ ଡାକି କହିଲେ, “ହେ ପ୍ରହରୀ, ଆଉ ରାତ୍ରି କେତେ ରହିଲା?” Viz kapitolaପବିତ୍ର ବାଇବଲ (Re-edited) - (BSI)11 ଦୁମା ବିଷୟକ ଭାରୋକ୍ତି। ଜଣେ ସେୟୀରଠାରୁ ମୋତେ ଡାକି କହୁଅଛି, ପ୍ରହରୀ, କେତେ ରାତ୍ର ହେଲା? ପ୍ରହରୀ, କେତେ ରାତ୍ର ହେଲା? Viz kapitolaଓଡିଆ ବାଇବେଲ11 ଦୂମା ବିଷୟକ ଭାବବାଣୀ। ଜଣେ ସେୟୀରଠାରୁ ମୋତେ ଡାକି କହୁଅଛି, “ପ୍ରହରୀ, କେତେ ରାତ୍ର ହେଲା ? ପ୍ରହରୀ, କେତେ ରାତ୍ର ହେଲା ?” Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT11 ଦୂମା ବିଷୟକ ଭାବବାଣୀ। ଜଣେ ସେୟୀରଠାରୁ ମୋତେ ଡାକି କହୁଅଛି, “ପ୍ରହରୀ, କେତେ ରାତ୍ର ହେଲା? ପ୍ରହରୀ, କେତେ ରାତ୍ର ହେଲା?” Viz kapitola |