ଏବ୍ରୀ 12:27 - ପବିତ୍ର ବାଇବଲ27 “ଆଉ ଥରେ” କହିବା ଅର୍ଥ ଯେ ଯାହାକିଛି ନିର୍ମିତ ହୋଇଥିଲା, ସେ ସବୁ ନଷ୍ଟ ହୋଇ ଯିବ। ସେହିଗୁଡ଼ିକୁ ଟଳମଳ କରାଯାଇ ପାରିବ ଓ ଯେଉଁ ବିଷୟ ଗୁଡ଼ିକୁ ଟଳମଳ କରାଯାଇ ପାରିବ ନାହିଁ ସେଗୁଡ଼ିକ ରହିବେ। Viz kapitolaପବିତ୍ର ବାଇବଲ (Re-edited) - (BSI)27 ପୁନର୍ବାର ବୋଲି କହିବା ଦ୍ଵାରା ଏହା ବୁଝାଯାଏ ଯେ, ଅଟଳ ବିଷୟସବୁ ରହିବା ନିମନ୍ତେ ଟଳମଳ ବିଷୟ, ଅର୍ଥାତ୍, ସୃଷ୍ଟ ବିଷୟସବୁର ପରିବର୍ତ୍ତନ ହେବ। Viz kapitolaଓଡିଆ ବାଇବେଲ27 ପୁନର୍ବାର ବୋଲି କହିବା ଦ୍ୱାରା ଏହା ବୁଝାଯାଏ ଯେ, ଅଟଳ ବିଷୟସବୁ ରହିବା ନିମନ୍ତେ ଟଳମଳ ବିଷୟ, ଅର୍ଥାତ୍, ସୃଷ୍ଟ ବିଷୟସବୁର ପରିବର୍ତ୍ତନ ହେବ । Viz kapitolaପବିତ୍ର ବାଇବଲ (CL) NT (BSI)27 ଲଥିରୁ ସୁସ୍ପଷ୍ଟ ଯେ, ସେ “ପୁନର୍ବାର” ଯାହା କରିବେ, ତଦ୍ଦ୍ୱାରା ସୃଷ୍ଟିର ସମସ୍ତ ବିଷୟ ଆଲୋଡ଼ିତ ହୋଇ ଲୋପ ପାଇବ। କେବଳ ଯେଉଁବବୁ ବିଷୟ ଦୋହଲା ଯାଇ ପାରିବ ନାହିଁ, ତାହା ଅଟଳ ହୋଇ ରହିବ। Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT27 ପୁନର୍ବାର ବୋଲି କହିବା ଦ୍ୱାରା ଏହା ବୁଝାଯାଏ ଯେ, ଅଟଳ ବିଷୟସବୁ ରହିବା ନିମନ୍ତେ ଟଳମଳ ବିଷୟ, ଅର୍ଥାତ୍, ସୃଷ୍ଟ ବିଷୟସବୁର ପରିବର୍ତ୍ତନ ହେବ। Viz kapitola |