ଏବ୍ରୀ 11:30 - ପବିତ୍ର ବାଇବଲ30 ଈଶ୍ୱରଙ୍କ ଲୋକମାନଙ୍କ ବିଶ୍ୱାସ ହେତୁ ଯିରୀହୋ ନଗରର ପାଚେରୀଗୁଡ଼ିକ ସେମାନେ ସାତ ଦିନ ପରିକ୍ରମା କଲାପରେ, ଭାଙ୍ଗି ପଡ଼ିଗଲା। Viz kapitolaପବିତ୍ର ବାଇବଲ (Re-edited) - (BSI)30 ବିଶ୍ଵାସ ଦ୍ଵାରା ଯିରୀହୋ ପ୍ରାଚୀର ସାତ ଦିନ ପର୍ଯ୍ୟନ୍ତ ପ୍ରଦକ୍ଷିଣ ହେଲା ଉତ୍ତାରେ ଭୂମିସାତ୍ ହେଲା। Viz kapitolaଓଡିଆ ବାଇବେଲ30 ବିଶ୍ୱାସ ଦ୍ୱାରା ଯିରୀହୋ ପ୍ରାଚୀର ସାତ ଦିନ ପର୍ଯ୍ୟନ୍ତ ଘେରିଲା ଉତ୍ତାରେ ଭୂମିସାତ୍ ହେଲା । Viz kapitolaପବିତ୍ର ବାଇବଲ (CL) NT (BSI)30 ଇଶ୍ରାଏଲୀୟମାନେ ଯିରିଖୋ ନଗର ପ୍ରାଚୀରର ଚତୁର୍ଦ୍ଦିଗରେ ବିଶ୍ୱାସରେ ସାତ ଦିନ ବୁଲିଲା ପରେ, ତାହା ଭୂମିସାତ୍ ହୋଇଥଲା। Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT30 ବିଶ୍ୱାସ ଦ୍ୱାରା ଯିରୀହୋ ପ୍ରାଚୀର ସାତ ଦିନ ପର୍ଯ୍ୟନ୍ତ ଘେରିଲା ଉତ୍ତାରେ ଭୂମିସାତ୍ ହେଲା। Viz kapitola |