Online Bible

- Reklamy -




ଆଦି ପୁସ୍ତକ 41:23 - ପବିତ୍ର ବାଇବଲ

23 ଏହା ପରେ ସାତୋଟା ମୁଣ୍ଡ ବାହାରି ଆସି ଶୀଷା ଉତ୍ପନ୍ନ ହେଲା। କିନ୍ତୁ ସେହି ଗୁଡ଼ିକ କ୍ଷୀଣ, ପୂର୍ବ ବାୟୁରେ ଶୁଖି ଯାଇଥିବା ପରି ଦେଖା ଯାଉଥିଲା।

Viz kapitola kopírovat

ପବିତ୍ର ବାଇବଲ (Re-edited) - (BSI)

23 ତହିଁ ଉତ୍ତାରୁ ପୂର୍ବୀୟ ବାୟୁରେ ଶୁଷ୍କ, କ୍ଷୀଣ ଓ ମ୍ଳାନ ସାତୁଟା ଶିଷା ଉତ୍ପନ୍ନ ହେଲା।

Viz kapitola kopírovat

ଓଡିଆ ବାଇବେଲ

23 ତହିଁ ଉତ୍ତାରୁ ପୂର୍ବୀୟ ବାୟୁରେ ଶୁଷ୍କ, କ୍ଷୀଣ ଓ ମ୍ଳାନ ସାତୁଟା ଶିଷା ଉତ୍ପନ୍ନ ହେଲା।

Viz kapitola kopírovat

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

23 ତହିଁ ଉତ୍ତାରେ ପୂର୍ବୀୟ ବାୟୁରେ ଶୁଷ୍କ, କ୍ଷୀଣ ଓ ମ୍ଳାନ ସାତୋଟି ଶିଷା ଉତ୍ପନ୍ନ ହେଲା।

Viz kapitola kopírovat




ଆଦି ପୁସ୍ତକ 41:23

Následuj nás:

Reklamy


Reklamy