Online Bible

- Reklamy -




ଆଦି ପୁସ୍ତକ 38:22 - ପବିତ୍ର ବାଇବଲ

22 ତେଣୁ ଯିହୁଦାର ବନ୍ଧୁ ଯିହୁଦା ନିକଟକୁ ଫେରି ଯାଇ କହିଲା, “ମୁଁ ସେହି ସ୍ତ୍ରୀଲୋକକୁ ପାଇଲି ନାହିଁ ଏବଂ ସେଠାକାର ଲୋକମାନଙ୍କୁ ପଗ୍ଭରିବାରୁ ସେମାନେ କହିଲେ ଏଠାରେ କୌଣସି ବେଶ୍ୟା ରହନ୍ତି ନାହିଁ।”

Viz kapitola kopírovat

ପବିତ୍ର ବାଇବଲ (Re-edited) - (BSI)

22 ଅନନ୍ତର ଯିହୁଦା ନିକଟକୁ ଫେରି ଯାଇ କହିଲା, ମୁଁ ତାହାର ଦେଖା ପାଇଲି ନାହିଁ; ଆଉ ସେଠାର ଲୋକମାନେ ମଧ୍ୟ କହିଲେ, ଏ ସ୍ଥାନରେ କୌଣସି ମାହାରୀ ରହେ ନାହିଁ।

Viz kapitola kopírovat

ଓଡିଆ ବାଇବେଲ

22 ଏଥିଉତ୍ତାରେ ଯିହୁଦା ନିକଟକୁ ଫେରି ଯାଇ କହିଲା, “ମୁଁ ତାହାର ଦେଖା ପାଇଲି ନାହିଁ,” ଆଉ ସେଠାର ଲୋକମାନେ ମଧ୍ୟ କହିଲେ, “ଏହି ସ୍ଥାନରେ କୌଣସି ବେଶ୍ୟା ରହନ୍ତି ନାହିଁ।”

Viz kapitola kopírovat

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

22 ଏଥିଉତ୍ତାରେ ଯିହୁଦା ନିକଟକୁ ଫେରିଯାଇ କହିଲା, “ମୁଁ ତାହାର ଦେଖା ପାଇଲି ନାହିଁ, ଆଉ ସେଠାର ଲୋକମାନେ ମଧ୍ୟ କହିଲେ, ‘ଏହି ସ୍ଥାନରେ କୌଣସି ମାହାରୀ ରହେ ନାହିଁ।’”

Viz kapitola kopírovat




ଆଦି ପୁସ୍ତକ 38:22

Následuj nás:

Reklamy


Reklamy