ଆଦି ପୁସ୍ତକ 36:20 - ପବିତ୍ର ବାଇବଲ20 ସେୟୀର ଜଣେ ହୋରୀୟ ଇଦୋମ ଦେଶରେ, ଏଷୌଙ୍କ ପୂର୍ବରୁ ବାସ କରୁଥିଲେ। ସେହି ସେୟୀରର ପୁତ୍ରମାନେ ହେଲେ, ଲୋଟନ୍, ଶୋବଲ, ସିବିୟୋନ, ଅନା। Viz kapitolaପବିତ୍ର ବାଇବଲ (Re-edited) - (BSI)20 (ପୂର୍ବକାଳର) ସେହି ଦେଶନିବାସୀ ହୋରୀୟ ସେୟୀରର ସନ୍ତାନ ଲୋଟନ୍ ଓ ଶୋବଲ୍ ଓ ସିବୀୟନ୍ ଓ ଅନା Viz kapitolaଓଡିଆ ବାଇବେଲ20 (ପୂର୍ବକାଳର) ସେହି ଦେଶନିବାସୀ ହୋରୀୟ ସେୟୀରର ସନ୍ତାନ ଲୋଟନ୍ ଓ ଶୋବଲ୍ ଓ ସିବୀୟୋନ୍ ଓ ଅନା Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT20 (ପୂର୍ବକାଳର) ସେହି ଦେଶ ନିବାସୀ ହୋରୀୟ ସେୟୀରର ସନ୍ତାନ ଲୋଟନ୍ ଓ ଶୋବଲ୍ ଓ ସିବୀୟୋନ୍ ଓ ଅନା Viz kapitola |