ଆଦି ପୁସ୍ତକ 31:53 - ପବିତ୍ର ବାଇବଲ53 ଅବ୍ରହାମଙ୍କର ପରମେଶ୍ୱର, ନାହୋରର ପରମେଶ୍ୱର ଓ ସେମାନଙ୍କର ପୂର୍ବପୁରୁଷଙ୍କ ପରମେଶ୍ୱର ଆମ୍ଭ ଓ ତୁମ୍ଭ ମଧ୍ୟରେ ବିଗ୍ଭର କରିବେ।” ସେତେବେଳେ ଯାକୁବ ପରମେଶ୍ୱରଙ୍କଠାରେ ଶପଥ କଲେ ଯାହା ତାଙ୍କର ପିତା ଇସ୍ହାକଙ୍କର “ଭୟ ବୋଲି କହୁଥିଲେ”। Viz kapitolaପବିତ୍ର ବାଇବଲ (Re-edited) - (BSI)53 ଏବିଷୟରେ ଅବ୍ରହାମଙ୍କର ପରମେଶ୍ଵର, ନାହୋରର ପରମେଶ୍ଵର ଓ ସେମାନଙ୍କ ପୈତୃକ ପରମେଶ୍ଵର ଆମ୍ଭ ଓ ତୁମ୍ଭ ମଧ୍ୟରେ ବିଚାର କରିବେ; ସେତେବେଳେ ଯାକୁବ ଆପଣା ପିତା ଇସ୍ହାକର ଭୟସ୍ଥାନର ଶପଥ କଲା। Viz kapitolaଓଡିଆ ବାଇବେଲ53 ଏହି ବିଷୟରେ ଅବ୍ରହାମଙ୍କର ପରମେଶ୍ୱର, ନାହୋରର ପରମେଶ୍ୱର ଓ ସେମାନଙ୍କ ପୈତୃକ ପରମେଶ୍ୱର ଆମ୍ଭ ଓ ତୁମ୍ଭ ମଧ୍ୟରେ ବିଚାର କରିବେ,” ସେତେବେଳେ ଯାକୁବ ଆପଣା ପିତା ଇସ୍ହାକର ଭୟସ୍ଥାନର ଶପଥ କଲା। Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT53 ଏହି ବିଷୟରେ ଅବ୍ରହାମଙ୍କର ପରମେଶ୍ୱର, ନାହୋରର ପରମେଶ୍ୱର ଓ ସେମାନଙ୍କ ପୈତୃକ ପରମେଶ୍ୱର ଆମ୍ଭ ଓ ତୁମ୍ଭ ମଧ୍ୟରେ ବିଚାର କରିବେ,” ସେତେବେଳେ ଯାକୁବ ଆପଣା ପିତା ଇସ୍ହାକର ଭୟସ୍ଥାନର ଶପଥ କଲା। Viz kapitola |