Online Bible

- Reklamy -




ଆଦି ପୁସ୍ତକ 31:19 - ପବିତ୍ର ବାଇବଲ

19 ଏହି ସମୟରେ ଲାବନ ମେଷପଲରୁ ଲୋମ ଛେଦନ କରିବାକୁ ଯାଇଥିଲେ। ଯେତେବେଳେ ସେ ଯାଇଥିଲେ, ରାହେଲ ଆପଣା ପିତାଙ୍କର ଘରର ଦେବତାମାନଙ୍କୁ ଗ୍ଭେରି କଲେ।

Viz kapitola kopírovat

ପବିତ୍ର ବାଇବଲ (Re-edited) - (BSI)

19 ସେହି ସମୟରେ ଲାବନ ମେଷଲୋମ ଛେଦନ କରିବାକୁ ଯାଇଥିଲା; ପୁଣି ରାହେଲ ଆପଣା ପିତାର ଠାକୁରମାନଙ୍କୁ ହରଣ କଲା।

Viz kapitola kopírovat

ଓଡିଆ ବାଇବେଲ

19 ସେହି ସମୟରେ ଲାବନ ମେଷର ଲୋମ ଛେଦନ କରିବାକୁ ଯାଇଥିଲା; ପୁଣି, ରାହେଲ ଆପଣା ପିତାଙ୍କର ଠାକୁରମାନଙ୍କୁ ହରଣ କଲା।

Viz kapitola kopírovat

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

19 ସେହି ସମୟରେ ଲାବନ ମେଷର ଲୋମ ଛେଦନ କରିବାକୁ ଯାଇଥିଲା; ପୁଣି, ରାହେଲ ଆପଣା ପିତାଙ୍କର ଠାକୁରମାନଙ୍କୁ ହରଣ କଲା।

Viz kapitola kopírovat




ଆଦି ପୁସ୍ତକ 31:19

Následuj nás:

Reklamy


Reklamy