Online Bible

- Reklamy -




ଆଦି ପୁସ୍ତକ 24:55 - ପବିତ୍ର ବାଇବଲ

55 ରିବିକାର ମା ଓ ଭାଇ କହିଲେ, “ରିବିକାକୁ ଆମ ସହିତ କିଛି ଦିନ ରହିବାକୁ ଦିଅ। ତାକୁ ଆମ ସହିତ ଆଉ ଦଶ ଦିନ ରହିବାକୁ ଦିଅ। ଏହା ପରେ ସେ ଯାଇପାରିବ।”

Viz kapitola kopírovat

ପବିତ୍ର ବାଇବଲ (Re-edited) - (BSI)

55 ତହିଁରେ ରିବିକାର ଭ୍ରାତା ଓ ମାତା କହିଲେ, ଏହି କନ୍ୟା ଆମ୍ଭମାନଙ୍କ ନିକଟରେ କିଛିଦିନ, ହୋଇ ପାରିଲେ ଦଶଦିନ ଥାଉ, ତହିଁ ଉତ୍ତାରୁ ସେ ଯିବ।

Viz kapitola kopírovat

ଓଡିଆ ବାଇବେଲ

55 ତହିଁରେ ରିବିକାର ଭ୍ରାତା ଓ ମାତା କହିଲେ, “ଏହି କନ୍ୟା ଆମ୍ଭମାନଙ୍କ ନିକଟରେ କିଛିଦିନ, ହୋଇ ପାରିଲେ ଦଶଦିନ ଥାଉ, ତହିଁ ଉତ୍ତାରୁ ସେ ଯିବ।”

Viz kapitola kopírovat

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

55 ତହିଁରେ ରିବିକାର ଭ୍ରାତା ଓ ମାତା କହିଲେ, “ଏହି କନ୍ୟା ଆମ୍ଭମାନଙ୍କ ନିକଟରେ କିଛି ଦିନ, ହୋଇ ପାରିଲେ ଦଶ ଦିନ ଥାଉ, ତହିଁ ଉତ୍ତାରେ ସେ ଯିବ।”

Viz kapitola kopírovat




ଆଦି ପୁସ୍ତକ 24:55

Následuj nás:

Reklamy


Reklamy