ଆଦି ପୁସ୍ତକ 24:49 - ପବିତ୍ର ବାଇବଲ49 ବର୍ତ୍ତମାନ ମୋତେ କୁହ, ତୁମ୍ଭେ କ’ଣ ମୋର କର୍ତ୍ତାଙ୍କ ପ୍ରତି ଅନୁଗ୍ରହ କରି ତୁମ୍ଭର କନ୍ୟାକୁ ଦେବ? କିମ୍ବା ତୁମ୍ଭେ କ’ଣ ଫେରାଇଦେବ? ମୋତେ କୁହ ତେବେ ମୁଁ ଜାଣିବି କ’ଣ କରିବା ଉଚିତ୍।” Viz kapitolaପବିତ୍ର ବାଇବଲ (Re-edited) - (BSI)49 ଏହେତୁ ତୁମ୍ଭେମାନେ ଯେବେ ମୋʼ ପ୍ରଭୁଙ୍କ ସହିତ ଦୟା ଓ ସତ୍ୟ ବ୍ୟବହାର କରିବାକୁ ସମ୍ମତ ହୁଅ, ତେବେ ତାହା କୁହ; ଆଉ ଯେବେ ନ ହୁଅ, ତାହା ହିଁ କୁହ; ତହିଁରେ ମୁଁ ଦକ୍ଷିଣରେ ଅଥବା ବାମରେ ଫେରିଯିବି। Viz kapitolaଓଡିଆ ବାଇବେଲ49 ଏହେତୁ ତୁମ୍ଭେମାନେ ଯଦି ମୋ’ ପ୍ରଭୁଙ୍କ ସହିତ ଦୟା ଓ ସତ୍ୟ ବ୍ୟବହାର କରିବାକୁ ସମ୍ମତ ହୁଅ, ତେବେ ତାହା କୁହ; ଆଉ ଯଦି ନ ହୁଅ, ତାହା ମଧ୍ୟ କୁହ; ତହିଁରେ ମୁଁ ଡାହାଣ ଅଥବା ବାମରେ ଫେରିଯିବି।” Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT49 ଏହେତୁ ତୁମ୍ଭେମାନେ ଯଦି ମୋʼ ପ୍ରଭୁଙ୍କ ସହିତ ଦୟା ଓ ସତ୍ୟ ବ୍ୟବହାର କରିବାକୁ ସମ୍ମତ ହୁଅ, ତେବେ ତାହା କୁହ; ଆଉ ଯଦି ନ ହୁଅ, ତାହା ମଧ୍ୟ କୁହ; ତହିଁରେ ମୁଁ ଡାହାଣ ଅଥବା ବାମରେ ଫେରିଯିବି। Viz kapitola |