ଆଦି ପୁସ୍ତକ 24:24 - ପବିତ୍ର ବାଇବଲ24 ରିବିକା ଉତ୍ତର ଦେଲେ, “ମୋର ପିତା ବଥୂୟେଲ, ନାହୋରର ଓ ମିଲ୍କାର ଜନ୍ମ ପୁତ୍ର।” Viz kapitolaପବିତ୍ର ବାଇବଲ (Re-edited) - (BSI)24 ତହିଁରେ ସେ ଉତ୍ତର କଲା, ନାହୋରର ଔରସରେ ମିଲ୍କାଠାରୁ ଜାତ ପୁତ୍ର ଯେ ବଥୂୟେଲ, ମୁଁ ତାଙ୍କର କନ୍ୟା। Viz kapitolaଓଡିଆ ବାଇବେଲ24 ତହିଁରେ ସେ ଉତ୍ତର କଲା, “ନାହୋରର ଔରସରେ ମିଲ୍କାଠାରୁ ଜାତ ପୁତ୍ର ଯେ ବଥୂୟେଲ, ମୁଁ ତାଙ୍କର କନ୍ୟା।” Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT24 ତହିଁରେ ସେ ଉତ୍ତର କଲା, “ନାହୋରର ଔରସରେ ମିଲ୍କାଠାରୁ ଜାତ ପୁତ୍ର ଯେ ବଥୂୟେଲ, ମୁଁ ତାଙ୍କର କନ୍ୟା।” Viz kapitola |