ଗାଲାତୀୟ 4:10 - ପବିତ୍ର ବାଇବଲ10 ତୁମ୍ଭେମାନେ ଏବେ ମଧ୍ୟ ବିଶେଷ ଦିନ, ମାସ, ଋତୁ ଓ ବର୍ଷଗୁଡ଼ିକ ବିଷୟକ ନୀତି ନିୟମର ଶିକ୍ଷାଗୁଡ଼ିକୁ ପାଳନ କରୁଛ। Viz kapitolaପବିତ୍ର ବାଇବଲ (Re-edited) - (BSI)10 ତୁମ୍ଭେମାନେ ବିଶେଷ ବିଶେଷ ଦିନ, ମାସ, ପର୍ବ ଓ ବର୍ଷ ପାଳନ କରିଥାଅ। Viz kapitolaଓଡିଆ ବାଇବେଲ10 ତୁମ୍ଭେମାନେ ବିଶେଷ ବିଶେଷ ଦିନ, ମାସ, ପର୍ବ ଓ ବର୍ଷ ପାଳନ କରିଥାଅ । Viz kapitolaପବିତ୍ର ବାଇବଲ (CL) NT (BSI)10 ଦୁଃଖର କଥା, ତୁମ୍ଭେମାନେ କେତୋଟି ନିର୍ଦ୍ଦିଷ୍ଟ ଦିନ, ମାସ, ଋତୁ ଓ ବର୍ଷ ପ୍ରତି ବିଶେଷ ମନୋଯୋଗୀ ହେଉଛ। Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT10 ତୁମ୍ଭେମାନେ ବିଶେଷ ବିଶେଷ ଦିନ, ମାସ, ପର୍ବ ଓ ବର୍ଷ ପାଳନ କରିଥାଅ। Viz kapitola |