ଯାତ୍ରା ପୁସ୍ତକ 39:13 - ପବିତ୍ର ବାଇବଲ13 ଏବଂ ଚତୁର୍ଥ ପଂକ୍ତିରେ ବୈଦୁର୍ଯ୍ୟ, ଗୋମେଦକ ମଣି, ସୂର୍ଯ୍ୟକାନ୍ତ ମଣି ଥିଲା। ଏହିସବୁ ମଣି ସ୍ୱର୍ଣ୍ଣ ଧାରରେ ବସାଗଲା। Viz kapitolaପବିତ୍ର ବାଇବଲ (Re-edited) - (BSI)13 ପୁଣି ଚତୁର୍ଥ ପଂକ୍ତିରେ ବୈଦୂର୍ଯ୍ୟ ଓ ଗୋମେଦକ ଓ ସୂର୍ଯ୍ୟକା; ମଣି ଥିଲା; ଏହିସବୁ ମଣି ସ୍ଵର୍ଣ୍ଣାଧାରରେ ବସାଗଲା। Viz kapitolaଓଡିଆ ବାଇବେଲ13 ପୁଣି, ଚତୁର୍ଥ ଧାଡିରେ ବୈଦୁର୍ଯ୍ୟ, ଗୋମେଦକ ଓ ସୂର୍ଯ୍ୟକାନ୍ତ ମଣି ଥିଲା; ଏହିସବୁ ମଣି ସ୍ୱର୍ଣ୍ଣାଧାରରେ ବସାଗଲା। Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT13 ପୁଣି, ଚତୁର୍ଥ ଧାଡ଼ିରେ ବୈଦୁର୍ଯ୍ୟ, ଗୋମେଦକ ଓ ସୂର୍ଯ୍ୟକାନ୍ତ ମଣି ଥିଲା; ଏହିସବୁ ମଣି ସ୍ୱର୍ଣ୍ଣାଧାରରେ ବସାଗଲା। Viz kapitola |