ଯାତ୍ରା ପୁସ୍ତକ 39:10 - ପବିତ୍ର ବାଇବଲ10 ତାକୁ ଗ୍ଭରି ପକ୍ତି ମଣିରେ ଖଚିତ କଲେ। ତାହାର ପ୍ରଥମ ପଂକ୍ତିରେ ଚୁଣି, ପିତମଣି ଓ ମରକତ ଇତ୍ୟାଦି ରଖିଲେ। Viz kapitolaପବିତ୍ର ବାଇବଲ (Re-edited) - (BSI)10 ପୁଣି, ତାହା ଚାରି ପଂକ୍ତି ମଣିରେ ଖଚିତ କଲେ; ତହିଁର ପ୍ରଥମ ପଂକ୍ତିରେ ଚୁଣି ଓ ପୀତମଣି ଓ ମରକତ, Viz kapitolaଓଡିଆ ବାଇବେଲ10 ପୁଣି, ତାହା ଚାରି ଧାଡି ମଣିରେ ଖଚିତ କଲେ; ତହିଁର ପ୍ରଥମ ଧାଡିରେ ଚୁଣି, ପୀତମଣି ଓ ମରକତ, Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT10 ପୁଣି, ତାହା ଚାରି ଧାଡ଼ି ମଣିରେ ଖଚିତ କଲେ; ତହିଁର ପ୍ରଥମ ଧାଡ଼ିରେ ଚୁଣି, ପୀତମଣି ଓ ମରକତ, Viz kapitola |