ଯାତ୍ରା ପୁସ୍ତକ 38:29 - ପବିତ୍ର ବାଇବଲ29 ପିତ୍ତଳର ନୈବେଦ୍ୟ ସତୁରି ତାଳନ୍ତ 2,400 ଶେକଲ ଥିଲା। Viz kapitolaପବିତ୍ର ବାଇବଲ (Re-edited) - (BSI)29 ପୁଣି ନୈବେଦ୍ୟର ପିତ୍ତଳ ସତୁରି ମହଣ ଦୁଇ ସହସ୍ର ଚାରିଶହ ଶେକଲ ଥିଲା। Viz kapitolaଓଡିଆ ବାଇବେଲ29 ପୁଣି, ନୈବେଦ୍ୟର ପିତ୍ତଳ ସତୁରି ତାଳନ୍ତ ଦୁଇ ସହସ୍ର ଚାରିଶହ ଶେକଲ ଥିଲା। Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT29 ପୁଣି, ନୈବେଦ୍ୟର ପିତ୍ତଳ ସତୁରି ତାଳନ୍ତ ଦୁଇ ସହସ୍ର ଚାରି ଶହ ଶେକଲ ଥିଲା। Viz kapitola |