Online Bible

- Reklamy -




ଯାତ୍ରା ପୁସ୍ତକ 38:12 - ପବିତ୍ର ବାଇବଲ

12 ପଶ୍ଚିମ ପାର୍ଶ୍ୱରେ ପରଦା ପଗ୍ଭଶ୍ ହାତ ଲମ୍ବ ଥିଲା। ଏହାର ଦଶ ଗୋଟି ସ୍ତମ୍ଭ ଓ ଦଶ ଗୋଟି ଚୁଙ୍ଗୀ, ସ୍ତମ୍ଭର ଆଙ୍କଡ଼ା ଛୁଞ୍ଚିଆ ରୂପାର ଥିଲା।

Viz kapitola kopírovat

ପବିତ୍ର ବାଇବଲ (Re-edited) - (BSI)

12 ପଶ୍ଚିମ ପାର୍ଶ୍ଵର ପରଦା ପଚାଶ ହସ୍ତ ଥିଲା, ତହିଁର ଦଶ ସ୍ତମ୍ଭ ଓ ଦଶ ଚୁଙ୍ଗୀ, ପୁଣି ସ୍ତମ୍ଭର ଆଙ୍କଡ଼ା ଓ ଛୁଞ୍ଚିଆ ରୂପାର ଥିଲା।

Viz kapitola kopírovat

ଓଡିଆ ବାଇବେଲ

12 ପଶ୍ଚିମ ପାର୍ଶ୍ୱର ପରଦା ପଚାଶ ହସ୍ତ ଥିଲା, ତହିଁର ଦଶ ସ୍ତମ୍ଭ ଓ ଦଶ ଚୁଙ୍ଗୀ, ପୁଣି, ସ୍ତମ୍ଭର ଆଙ୍କୁଡ଼ା ଓ ବନ୍ଧନୀ ରୂପାର ଥିଲା।

Viz kapitola kopírovat

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

12 ପଶ୍ଚିମ ପାର୍ଶ୍ୱର ପରଦା ପଚାଶ ହସ୍ତ ଥିଲା, ତହିଁର ଦଶ ସ୍ତମ୍ଭ ଓ ଦଶ ଚୁଙ୍ଗୀ, ପୁଣି, ସ୍ତମ୍ଭର ଆଙ୍କୁଡ଼ା ଓ ବନ୍ଧନୀ ରୂପାର ଥିଲା।

Viz kapitola kopírovat




ଯାତ୍ରା ପୁସ୍ତକ 38:12

Následuj nás:

Reklamy


Reklamy