ଯାତ୍ରା ପୁସ୍ତକ 36:18 - ପବିତ୍ର ବାଇବଲ18 ଶିଳ୍ପୀମାନେ ପିତ୍ତଳର ପଗ୍ଭଶ୍ଟି ମୁଦିଆ ତିଆରି କଲେ, ସେହି ଯବନିକାକୁ ଏକତ୍ର କରିବା ପାଇଁ ବା ଗୋଟିଏ ତମ୍ବୁ ନିର୍ମାଣ କରିବା ପାଇଁ। Viz kapitolaପବିତ୍ର ବାଇବଲ (Re-edited) - (BSI)18 ଆଉ ସେ ଯୋଡ଼ ଦେଇ ଏକ ତମ୍ଵୁ କରିବା ପାଇଁ ପିତ୍ତଳର ପଚାଶ ଘୁଣ୍ତି କଲେ। Viz kapitolaଓଡିଆ ବାଇବେଲ18 ଆଉ ସେ ଯୋଡି଼ ଦେଇ ଏକ ତମ୍ବୁ କରିବା ପାଇଁ ପିତ୍ତଳର ପଚାଶ ଆଙ୍କୁଡ଼ା କଲେ। Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT18 ଆଉ ସେ ଯୋଡି଼ ଦେଇ ଏକ ତମ୍ବୁ କରିବା ପାଇଁ ପିତ୍ତଳର ପଚାଶ ଆଙ୍କୁଡ଼ା କଲେ। Viz kapitola |