Online Bible

- Reklamy -




ଯାତ୍ରା ପୁସ୍ତକ 35:31 - ପବିତ୍ର ବାଇବଲ

31 ସଦାପ୍ରଭୁ ବତ୍ସଲେଲକୁ ପରମେଶ୍ୱରଙ୍କ ଜ୍ଞାନରେ ପୂର୍ଣ୍ଣ କଲେ। ସେ ତାଙ୍କୁ ସମସ୍ତ ପ୍ରକାର କାର୍ଯ୍ୟ କରିବା ପାଇଁ ସମସ୍ତ କୌଶଳ ଓ ଜ୍ଞାନ ଦେଲେ।

Viz kapitola kopírovat

ପବିତ୍ର ବାଇବଲ (Re-edited) - (BSI)

31 ପୁଣି ତାହାକୁ ଜ୍ଞାନ, ବୁଦ୍ଧି, ବିଦ୍ୟା ଓ କର୍ମନୈପୁଣ୍ୟ-ଦାୟକ ପରମେଶ୍ଵରଙ୍କ ଆତ୍ମାରେ ପରିପୂର୍ଣ୍ଣ କରି

Viz kapitola kopírovat

ଓଡିଆ ବାଇବେଲ

31 ପୁଣି, ତାହାକୁ ଜ୍ଞାନ, ବୁଦ୍ଧି, ବିଦ୍ୟା ଓ କର୍ମନୈପୁଣ୍ୟ-ଦାୟକ ପରମେଶ୍ୱରଙ୍କ ଆତ୍ମାରେ ପରିପୂର୍ଣ୍ଣ କରି

Viz kapitola kopírovat

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

31 ପୁଣି, ତାହାକୁ ଜ୍ଞାନ, ବୁଦ୍ଧି, ବିଦ୍ୟା ଓ କର୍ମନୈପୁଣ୍ୟ-ଦାୟକ ପରମେଶ୍ୱରଙ୍କ ଆତ୍ମାରେ ପରିପୂର୍ଣ୍ଣ କରି

Viz kapitola kopírovat




ଯାତ୍ରା ପୁସ୍ତକ 35:31

Následuj nás:

Reklamy


Reklamy