ଯାତ୍ରା ପୁସ୍ତକ 30:3 - ପବିତ୍ର ବାଇବଲ3 ଏହି ବେଦିର ଉପର ଏବଂ ଚତୁର୍ପାର୍ଶ୍ୱକୁ ନିର୍ମଳ ସୁନାରେ ଆଚ୍ଛାଦନ କର ଏବଂ ଗ୍ଭରିଆଡ଼େ ସୁନା କାନ୍ଥ ଦେବ। Viz kapitolaପବିତ୍ର ବାଇବଲ (Re-edited) - (BSI)3 ତହିଁର ପୃଷ୍ଠ ଓ ଚାରିପାର୍ଶ୍ଵ ଓ ଶୃଙ୍ଗ ନିର୍ମଳ ସୁବର୍ଣ୍ଣରେ ମଡ଼ାଇବ ଓ ତହିଁର ଚାରିଆଡ଼େ ସ୍ଵର୍ଣ୍ଣର କାନ୍ଥି କରିବ। Viz kapitolaଓଡିଆ ବାଇବେଲ3 ତହିଁର ପୃଷ୍ଠ ଓ ଚାରି ପାର୍ଶ୍ୱ ଓ ଶୃଙ୍ଗ ନିର୍ମଳ ସୁବର୍ଣ୍ଣରେ ମଡ଼ାଇବ ଓ ତହିଁର ଚାରିଆଡ଼େ ସ୍ୱର୍ଣ୍ଣର କାନ୍ଥି କରିବ। Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT3 ତହିଁର ପୃଷ୍ଠ ଓ ଚାରି ପାର୍ଶ୍ୱ ଓ ଶୃଙ୍ଗ ନିର୍ମଳ ସୁବର୍ଣ୍ଣରେ ମଡ଼ାଇବ ଓ ତହିଁର ଚାରିଆଡ଼େ ସ୍ୱର୍ଣ୍ଣର କାନ୍ଥି କରିବ। Viz kapitola |