ଯାତ୍ରା ପୁସ୍ତକ 21:27 - ପବିତ୍ର ବାଇବଲ27 ଯଦି କେହି ମୁନିବ ତା'ର ଦାସର ମୁହଁରେ ଆଘାତ କରେ ଓ ସେ ଯଦି ତା'ର ଦାନ୍ତ ହରାଏ ତେବେ ତା'ର ଦାନ୍ତ ପାଇଁ ତାକୁ ମୁକ୍ତ କରି ଦିଆଯିବ। Viz kapitolaପବିତ୍ର ବାଇବଲ (Re-edited) - (BSI)27 ପୁଣି ଆଘାତ ଦ୍ଵାରା ଆପଣା ଦାସ କି ଦାସୀର ଦ; ଭଗ୍ନ କଲେ, ସେ ସେହି ଦ; ସକାଶେ ତାହାକୁ ମୁକ୍ତ କରି ଦେବ। Viz kapitolaଓଡିଆ ବାଇବେଲ27 ପୁଣି, ଆଘାତ ଦ୍ୱାରା ଆପଣା ଦାସ କି ଦାସୀର ଦନ୍ତ ଭଗ୍ନ କଲେ, ସେ ସେହି ଦନ୍ତ ସକାଶେ ତାହାକୁ ମୁକ୍ତ କରି ଦେବ। Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT27 ପୁଣି, ଆଘାତ ଦ୍ୱାରା ଆପଣା ଦାସ କି ଦାସୀର ଦନ୍ତ ଭଗ୍ନ କଲେ, ସେ ସେହି ଦନ୍ତ ସକାଶେ ତାହାକୁ ମୁକ୍ତ କରିଦେବ। Viz kapitola |