ଯାତ୍ରା ପୁସ୍ତକ 10:4 - ପବିତ୍ର ବାଇବଲ4 ତୁମ୍ଭେମାନେ ଯଦି ମୋର ଲୋକମାନଙ୍କୁ ଯିବାକୁ ନ ଦିଅ, ତେବେ କାଲି ତୁମ୍ଭ ରାଜ୍ୟକୁ ପଙ୍ଗପାଳ ଦଳ ଆଣିବି। Viz kapitolaପବିତ୍ର ବାଇବଲ (Re-edited) - (BSI)4 ମାତ୍ର ଯେବେ ଛାଡ଼ି ଦେବାକୁ ନାସ୍ତି କର, ତେବେ ଦେଖ, ଆମ୍ଭେ କାଲି ତୁମ୍ଭ ଅଞ୍ଚଳକୁ ପଙ୍ଗପାଳ ଆଣିବା। Viz kapitolaଓଡିଆ ବାଇବେଲ4 ମାତ୍ର ଯଦି ମୋହର ଲୋକମାନଙ୍କୁ ଯିବାକୁ ଦେବା ପାଇଁ ମନା କର, ତେବେ ଦେଖ, ଆମ୍ଭେ ଆସନ୍ତାକାଲି ତୁମ୍ଭ ଅଞ୍ଚଳକୁ ପଙ୍ଗପାଳ ଆଣିବା। Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT4 ମାତ୍ର ଯଦି ମୋହର ଲୋକମାନଙ୍କୁ ଯିବାକୁ ଦେବା ପାଇଁ ମନା କର, ତେବେ ଦେଖ, ଆମ୍ଭେ ଆସନ୍ତାକାଲି ତୁମ୍ଭ ଅଞ୍ଚଳକୁ ପଙ୍ଗପାଳ ଆଣିବା। Viz kapitola |