ଦ୍ଵିତୀୟ ବିବରଣ 33:18 - ପବିତ୍ର ବାଇବଲ18 ମୋଶା ସବୂଲୂନଙ୍କ ବିଷୟରେ ଏହିକଥା କହିଲେ, “ହେ ସବୂଲୂନ୍, ଯେତେବେଳେ ତୁମ୍ଭେ ବାହାରକୁ ଯାଉଛ, ଖୁସୀ ହୁଅ। ଇଷାଖର ତୁମ୍ଭେ ଆପଣା ତମ୍ବୁରେ ଆନନ୍ଦିତ ହୁଅ। Viz kapitolaପବିତ୍ର ବାଇବଲ (Re-edited) - (BSI)18 ସବୂଲୂନ ବିଷୟରେ ସେ କହିଲେ, ହେ ସବୂଲୂନ, ତୁମ୍ଭେ ଆପଣା ଯାତ୍ରାରେ ଓ ହେ ଇଷାଖର, ତୁମ୍ଭେ ଆପଣା ତମ୍ଵୁରେ ଆନନ୍ଦ କର; Viz kapitolaଓଡିଆ ବାଇବେଲ18 ସବୂଲୂନ ବିଷୟରେ ସେ କହିଲେ, “ହେ ସବୂଲୂନ, ତୁମ୍ଭେ ଆପଣା ଯାତ୍ରାରେ ଓ ହେ ଇଷାଖର, ତୁମ୍ଭେ ଆପଣା ତମ୍ବୁରେ ଆନନ୍ଦ କର; Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT18 ସବୂଲୂନ ବିଷୟରେ ସେ କହିଲେ, “ହେ ସବୂଲୂନ, ତୁମ୍ଭେ ଆପଣା ଯାତ୍ରାରେ ଓ ହେ ଇଷାଖର, ତୁମ୍ଭେ ଆପଣା ତମ୍ବୁରେ ଆନନ୍ଦ କର; Viz kapitola |