ଦ୍ଵିତୀୟ ବିବରଣ 33:14 - ପବିତ୍ର ବାଇବଲ14 ସୂର୍ଯ୍ୟ ତାଙ୍କୁ ଉତ୍ତମ ଫଳ ଦିଅନ୍ତୁ। ସେ ପ୍ରତ୍ୟେକ ମାସରେ ଉତ୍ତମ ଫଳ ଦାନ କରୁ। Viz kapitolaପବିତ୍ର ବାଇବଲ (Re-edited) - (BSI)14 ପୁଣି ସୂର୍ଯ୍ୟର ଫଳ ସ୍ଵରୂପ ଉତ୍ତମ ଦ୍ରବ୍ୟରେ ଓ ଚନ୍ଦ୍ରର ଫଳ ସ୍ଵରୂପ ଉତ୍ତମ ଦ୍ରବ୍ୟରେ, Viz kapitolaଓଡିଆ ବାଇବେଲ14 ପୁଣି, ସୂର୍ଯ୍ୟର ଫଳ ସ୍ୱରୂପ ଉତ୍ତମ ଦ୍ରବ୍ୟରେ ଓ ଚନ୍ଦ୍ରର ଫଳ ସ୍ୱରୂପ ଉତ୍ତମ ଦ୍ରବ୍ୟରେ, Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT14 ପୁଣି, ସୂର୍ଯ୍ୟର ଫଳ ସ୍ୱରୂପ ଉତ୍ତମ ଦ୍ରବ୍ୟରେ ଓ ଚନ୍ଦ୍ରର ଫଳ ସ୍ୱରୂପ ଉତ୍ତମ ଦ୍ରବ୍ୟରେ, Viz kapitola |