Online Bible

- Reklamy -

ଦ୍ଵିତୀୟ ବିବରଣ 28:40 - ପବିତ୍ର ବାଇବଲ

40 ତୁମ୍ଭର ସମସ୍ତ କ୍ଷେତରେ ଜୀତ ବୃକ୍ଷ ହେବ। କିନ୍ତୁ ତୁମ୍ଭେମାନେ ତୈଳ ସଂଗ୍ରହ କରିବାକୁ ସମର୍ଥ ହେବ ନାହିଁ। କାରଣ ଭୂମିରେ ତା'ର ସମସ୍ତ ଫଳ ଝଡି ପଡ଼ିବ।

Viz kapitola kopírovat

ପବିତ୍ର ବାଇବଲ (Re-edited) - (BSI)

40 ତୁମ୍ଭର ସମସ୍ତ ସୀମାରେ ଜୀତବୃକ୍ଷ ହେବ, ମାତ୍ର ତୁମ୍ଭେ ଆପେ ତୈଳ ମର୍ଦ୍ଦନ କରିବାକୁ ପାଇବ ନାହିଁ; କାରଣ ତୁମ୍ଭ ଜୀତବୃକ୍ଷର ଫଳ ଝଡ଼ି ପଡ଼ିବ।

Viz kapitola kopírovat

ଓଡିଆ ବାଇବେଲ

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

40 ତୁମ୍ଭର ସମସ୍ତ ସୀମାରେ ଜୀତବୃକ୍ଷ ହେବ, ମାତ୍ର ତୁମ୍ଭେ ଆପେ ତୈଳ ମର୍ଦ୍ଦନ କରିବାକୁ ପାଇବ ନାହିଁ; କାରଣ ତୁମ୍ଭ ଜୀତବୃକ୍ଷର ଫଳ ଝଡ଼ି ପଡ଼ିବ।

Viz kapitola kopírovat

ଦ୍ଵିତୀୟ ବିବରଣ 28:40

Následuj nás:

Reklamy

Reklamy