ଦ୍ଵିତୀୟ ବିବରଣ 10:16 - ପବିତ୍ର ବାଇବଲ16 “ଏଥିପାଇଁ ତୁମ୍ଭେମାନେ ହୃଦୟର ସୁନ୍ନତ ହେବା ଉଚିତ୍ ଏବଂ ଆଉ ଅଧିକ ଜିଦ୍ଖୋର ହେବା ଉଚିତ୍ ନୁହଁ। Viz kapitolaପବିତ୍ର ବାଇବଲ (Re-edited) - (BSI)16 ଏ ନିମନ୍ତେ ତୁମ୍ଭେମାନେ ଆପଣା ଆପଣା ହୃଦୟର ଅଗ୍ରଚର୍ମ ସୁନ୍ନତ କର, ଆଉ ଶକ୍ତଗ୍ରୀବ ହୁଅ ନାହିଁ। Viz kapitolaଓଡିଆ ବାଇବେଲ16 ଏଥିପାଇଁ ତୁମ୍ଭେମାନେ ଆପଣା ଆପଣା ହୃଦୟର ଅଗ୍ରଚର୍ମ ସୁନ୍ନତ କର, ଆଉ ଶକ୍ତଗ୍ରୀବ ହୁଅ ନାହିଁ। Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT16 ଏଥିପାଇଁ ତୁମ୍ଭେମାନେ ଆପଣା ଆପଣା ହୃଦୟର ଅଗ୍ରଚର୍ମ ସୁନ୍ନତ କର, ଆଉ ଶକ୍ତଗ୍ରୀବ ହୁଅ ନାହିଁ। Viz kapitola |