Online Bible

- Reklamy -




ପ୍ରେରିତ 7:49 - ପବିତ୍ର ବାଇବଲ

49 ‘ସ୍ୱର୍ଗ ମୋହର ସିଂହାସନ ପୃଥିବୀ ମୋହର ପାଦପୀଠ। ତୁମ୍ଭେମାନେ ମୋ’ ପାଇଁ କି ପ୍ରକାରର ମନ୍ଦିର ନିର୍ମାଣ କରିବ? ମୋର ବିଶ୍ରାମ ନେବା ପାଇଁ ସ୍ଥାନ କେଉଁଠି?

Viz kapitola kopírovat

ପବିତ୍ର ବାଇବଲ (Re-edited) - (BSI)

49 ସ୍ଵର୍ଗ ଆମ୍ଭର ସିଂହାସନ, ପୃଥିବୀ ଆମ୍ଭର ପାଦପୀଠ; ପ୍ରଭୁ କହନ୍ତି, ତୁମ୍ଭେମାନେ ଆମ୍ଭ ନିମନ୍ତେ କିପ୍ରକାର ଗୃହ ନିର୍ମାଣ କରିବ? କିମ୍ଵା ଆମ୍ଭର ବିଶ୍ରାମସ୍ଥାନ କାହିଁ?

Viz kapitola kopírovat

ଓଡିଆ ବାଇବେଲ

49 ସ୍ୱର୍ଗ ଆମ୍ଭର ସିଂହାସନ, ପୃଥିବୀ ଆମ୍ଭର ପାଦପୀଠ; ପ୍ରଭୁ କହନ୍ତି, ତୁମ୍ଭେମାନେ ଆମ୍ଭ ନିମନ୍ତେ କି ପ୍ରକାର ଗୃହ ନିର୍ମାଣ କରିବ ? କିମ୍ବା ଆମ୍ଭର ବିଶ୍ରାମସ୍ଥାନ କାହିଁ ?

Viz kapitola kopírovat

ପବିତ୍ର ବାଇବଲ (CL) NT (BSI)

49 ‘ପ୍ରଭୁ କହନ୍ତି, ସ୍ୱର୍ଗ ମୋ’ ସିଂହାସନ ଓ ପୃଥିବୀ ମୋର ପାଦ ପୀଠ ତୁମ୍ଭେମାନେ ମୋ’ ପାଇଁ କି ପ୍ରକାର ଗୃହ ନିର୍ମାଣ କରିବ? ମୋର ବିଶ୍ରାମ ପାଇଁ ସ୍ଥାନ କାହିଁ?

Viz kapitola kopírovat

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

49 ‘ସ୍ୱର୍ଗ ଆମ୍ଭର ସିଂହାସନ, ପୃଥିବୀ ଆମ୍ଭର ପାଦପୀଠ; ପ୍ରଭୁ କହନ୍ତି, ତୁମ୍ଭେମାନେ ଆମ୍ଭ ନିମନ୍ତେ କି ପ୍ରକାର ଗୃହ ନିର୍ମାଣ କରିବ? କିମ୍ବା ଆମ୍ଭର ବିଶ୍ରାମସ୍ଥାନ କାହିଁ?

Viz kapitola kopírovat




ପ୍ରେରିତ 7:49

Následuj nás:

Reklamy


Reklamy