Online Bible

- Reklamy -




ପ୍ରେରିତ 3:24 - ପବିତ୍ର ବାଇବଲ

24 “ହଁ, ଶାମୁୟେଲ ଓ ତାହାଙ୍କ ପରେ ଆସିଥିବା ସମସ୍ତ ଭାବବାଦୀମାନେ ଏହି ସମୟ ବିଷୟରେ ଘୋଷଣା କରିଛନ୍ତି।

Viz kapitola kopírovat

ପବିତ୍ର ବାଇବଲ (Re-edited) - (BSI)

24 ହଁ, ଶାମୁୟେଲ ଓ ତାଙ୍କ ପରବର୍ତ୍ତୀ ସମୟଠାରୁ ଯେତେ ଭାବବାଦୀ କଥା କହିଅଛନ୍ତି, ସେମାନେ ସମସ୍ତେ ମଧ୍ୟ ଏହିକାଳର ବିଷୟ ପ୍ରଚାର କରିଅଛନ୍ତି।

Viz kapitola kopírovat

ଓଡିଆ ବାଇବେଲ

24 ହଁ, ଶାମୁୟେଲ ଓ ତାହାଙ୍କ ପରବର୍ତ୍ତୀ ସମୟଠାରୁ ଯେତେ ଭାବବାଦୀ କଥା କହିଅଛନ୍ତି, ସେମାନେ ସମସ୍ତେ ମଧ୍ୟ ଏହି କାଳର ବିଷୟ ପ୍ରଚାର କରିଅଛନ୍ତି

Viz kapitola kopírovat

ପବିତ୍ର ବାଇବଲ (CL) NT (BSI)

24 ବର୍ତ୍ତମାନ ଯାହା ଘଟୁଅଛି, ସେହି ବିଷୟରେ ଶାମୁଏଲଙ୍କ ସମେତ ସବୁ ଭବିଷ୍ୟତ୍ବକ୍ତାମାନେ ବାର୍ତ୍ତା ପ୍ରଚାର କରି କହିଥିଲେ ଓ ତାଙ୍କର ପରବର୍ତ୍ତୀ ଭବିଷ୍ୟତ୍ବକ୍ତାମାନେ ମଧ୍ୟ ଏହି ବିଷୟ ଘୋଷଣା କରିଥିଲେ।

Viz kapitola kopírovat

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

24 ହଁ, ଶାମୁୟେଲ ଓ ତାହାଙ୍କ ପରବର୍ତ୍ତୀ ସମୟଠାରୁ ଯେତେ ଭାବବାଦୀ କଥା କହିଅଛନ୍ତି, ସେମାନେ ସମସ୍ତେ ମଧ୍ୟ ଏହି କାଳର ବିଷୟ ପ୍ରଚାର କରିଅଛନ୍ତି

Viz kapitola kopírovat




ପ୍ରେରିତ 3:24

Následuj nás:

Reklamy


Reklamy