Online Bible

- Reklamy -




ପ୍ରେରିତ 27:28 - ପବିତ୍ର ବାଇବଲ

28 ସେମାନେ ଗୋଟିଏ କଡ଼ରେ ଓଜନ ଓହଳିଥିବା ଦଉଡ଼ି ସାହାଯ୍ୟରେ ମାପ କରି ସେଠାରେ ଜଳର ଗଭୀରତା 120 ଫୁଟ ବୋଲି ଦେଖିଲେ। କିଛି ସମୟ ପରେ ସେମାନେ ପୁଣି ମାପି ତାହା 90 ଫୁଟ ଗଭୀର ଥିବାର ଦେଖିଲେ।

Viz kapitola kopírovat

ପବିତ୍ର ବାଇବଲ (Re-edited) - (BSI)

28 ଏଣୁ ସେମାନେ ମାପ କରି କୋଡ଼ିଏ ବେଁ ପାଣି ପାଇଲେ, ପୁଣି ଟିକିଏ ଆଗକୁ ଯାଇ ଆଉ ଥରେ ମାପ କରି ପନ୍ଦର ବେଁ ପାଣି ପାଇଲେ।

Viz kapitola kopírovat

ଓଡିଆ ବାଇବେଲ

28 ଏଣୁ ସେମାନେ ମାପ କରି ଶହେ କୋଡ଼ିଏ ଫୁଟ ଗଭୀରର ପାନୀ ପାଇଲେ ପୁଣି ଟିକିଏ ଆଗକୁ ଯାଇ ଆଉ ଥରେ ମାପ କରି ନବେ ଫୁଟ ଗଭୀରର ପାଣି ପାଇଲେ ।

Viz kapitola kopírovat

ପବିତ୍ର ବାଇବଲ (CL) NT (BSI)

28 ସେମାନେ ମାପ କରି ଜାଣିଲେ, ସେଠାରେ ଜଳର ଗଭୀରତା ଚାଳିଶ ମିଟର। ଆଉ ଟିକିଏ ପରେ ଦେଖିଲେ, ଜଳର ଗଭୀରତା ତିରିଶ ମିଟରକୁ କମି ଯାଇଛି।

Viz kapitola kopírovat

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

28 ଏଣୁ ସେମାନେ ମାପ କରି ଶହେ କୋଡ଼ିଏ ଫୁଟ ଗଭୀରର ପାଣି ପାଇଲେ ପୁଣି ଟିକିଏ ଆଗକୁ ଯାଇ ଆଉ ଥରେ ମାପ କରି ନବେ ଫୁଟ ଗଭୀରର ପାଣି ପାଇଲେ।

Viz kapitola kopírovat




ପ୍ରେରିତ 27:28

Následuj nás:

Reklamy


Reklamy