ପ୍ରେରିତ 26:30 - ପବିତ୍ର ବାଇବଲ30 ତା'ପରେ ରାଜା, ରାଜ୍ୟପାଳ, ରାଣୀ ବର୍ଣ୍ଣୀକୀ ଓ ଅନ୍ୟମାନେ ସମସ୍ତେ ଠିଆ ହେଲେ ଓ ପ୍ରସ୍ଥାନ କଲେ। Viz kapitolaପବିତ୍ର ବାଇବଲ (Re-edited) - (BSI)30 ସେଥିରେ ରାଜା, ଶାସନକର୍ତ୍ତା, ବର୍ଣ୍ଣୀକୀ ଓ ସେମାନଙ୍କ ସହିତ ଉପବିଷ୍ଟ ବ୍ୟକ୍ତିମାନେ ଉଠିଯାଇ Viz kapitolaଓଡିଆ ବାଇବେଲ30 ସେଥିରେ ରାଜା, ଶାସନକର୍ତ୍ତା, ବର୍ଣ୍ଣୀକୀ ଓ ସେମାନଙ୍କ ସହିତ ବସିଥିବା ବ୍ୟକ୍ତିମାନେ ଉଠିଯାଇ, Viz kapitolaପବିତ୍ର ବାଇବଲ (CL) NT (BSI)30 ତା’ପରେ ରାଜା, ରାଜ୍ୟପାଳ ଓ ବର୍ଣ୍ଣିସ୍ ଏବଂ ଅନ୍ୟ ସମସ୍ତେ ଯିବା ପାଇଁ ଉଠିଲେ। Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT30 ସେଥିରେ ରାଜା, ଶାସନକର୍ତ୍ତା, ବର୍ଣ୍ଣୀକୀ ଓ ସେମାନଙ୍କ ସହିତ ବସିଥିବା ବ୍ୟକ୍ତିମାନେ ଉଠିଯାଇ, Viz kapitola |