ପ୍ରେରିତ 25:17 - ପବିତ୍ର ବାଇବଲ17 “ତେଣୁ ଏହି ଯିହୂଦୀୟମାନେ ବିଗ୍ଭର ପାଇଁ କାଇସରୀଆକୁ ଆଣିବାର ମୁଁ ସମୟ ନଷ୍ଟ ନ କରି ତହିଁ ଆରଦିନ ବିଗ୍ଭର ସ୍ଥାନରେ ବସିଲି ଓ ସେହି ଲୋକକୁ ବିଗ୍ଭରାଳୟକୁ ଆଣିବା ପାଇଁ ଆଦେଶ ଦେଲି। Viz kapitolaପବିତ୍ର ବାଇବଲ (Re-edited) - (BSI)17 ଏଣୁ ସେମାନେ ମୋʼ ସାଙ୍ଗରେ ଏସ୍ଥାନକୁ ଆସନ୍ତେ, ମୁଁ ବିଳମ୍ଵ ନ କରି ପରଦିନ ବିଚାରାସନରେ ବସି ସେହି ଲୋକକୁ ଆଣିବା ନିମନ୍ତେ ଆଜ୍ଞା ଦେଲି। Viz kapitolaଓଡିଆ ବାଇବେଲ17 ଏଣୁ ସେମାନେ ମୋ ସାଙ୍ଗରେ ଏ ସ୍ଥାନକୁ ଆସନ୍ତେ ମୁଁ ବିଳମ୍ବ ନ କରି ପରଦିନ ବିଚାରାସନରେ ବସି ସେହି ଲୋକକୁ ଆଣିବା ନିମନ୍ତେ ଆଜ୍ଞା ଦେଲି । Viz kapitolaପବିତ୍ର ବାଇବଲ (CL) NT (BSI)17 ସେମାନେ ଏଠାକୁ ଆସିବା ପରେ ମୁଁ କାଳ ବିଳମ୍ବ ନ କରି ତା’ ପରଦିନ ବିଚାରାଳୟରେ ବସିଲି ଓ ଲୋକଟିକୁ ଭିତରକୁ ଆଣିବା ପାଇଁ ଆଦେଶ ଦେଲି। Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT17 ଏଣୁ ସେମାନେ ମୋ ସାଙ୍ଗରେ ଏ ସ୍ଥାନକୁ ଆସନ୍ତେ ମୁଁ ବିଳମ୍ବ ନ କରି ପରଦିନ ବିଚାରାସନରେ ବସି ସେହି ଲୋକକୁ ଆଣିବା ନିମନ୍ତେ ଆଜ୍ଞା ଦେଲି। Viz kapitola |