Online Bible

- Reklamy -




ପ୍ରେରିତ 25:15 - ପବିତ୍ର ବାଇବଲ

15 ମୁଁ ଯିରୁଶାଲମରେ ରହିବା ସମୟରେ ମୁଖ୍ୟ ଯାଜକମାନେ ଓ ଯିହୂଦୀମାନଙ୍କ ପ୍ରାଚୀନମାନେ ମୋ’ ନିକଟରେ ତା’ ବିରୁଦ୍ଧରେ ଅଭିଯୋଗ କରିଥିଲେ। ସେମାନେ ତା'ର ମୃତ୍ୟୁଦଣ୍ଡ ଗ୍ଭହୁଁଥିଲେ।

Viz kapitola kopírovat

ପବିତ୍ର ବାଇବଲ (Re-edited) - (BSI)

15 ମୁଁ ଯିରୂଶାଲମରେ ଥିବା ସମୟରେ ଯିହୁଦୀ-ମାନଙ୍କର ପ୍ରଧାନ ଯାଜକବର୍ଗ ଓ ପ୍ରାଚୀନମାନେ ତାହା ବିଷୟରେ ମୋʼ ନିକଟରେ ଆବେଦନ କରି ତାହା ବିରୁଦ୍ଧରେ ଦଣ୍ତାଜ୍ଞା ପ୍ରାର୍ଥନା କଲେ।

Viz kapitola kopírovat

ଓଡିଆ ବାଇବେଲ

15 ମୁଁ ଯିରୂଶାଲମରେ ଥିବା ସମୟରେ ଯିହୂଦୀମାନଙ୍କର ପ୍ରଧାନ ଯାଜକବର୍ଗ ଓ ପ୍ରାଚୀନମାନେ ତାହା ବିଷୟରେ ମୋ, ନିକଟରେ ଆବେଦନ କରି ତାହା ବିରୁଦ୍ଧରେ ଦଣ୍ଡାଜ୍ଞା ବିନତି କଲେ ।

Viz kapitola kopírovat

ପବିତ୍ର ବାଇବଲ (CL) NT (BSI)

15 ମୁଁ ଯେତେବେଳେ ଯିରୂଶାଲମକୁ ଯାଇଥିଲି, ଇହୁଦୀ ପ୍ରଧାନ ଯାଜକ ଓ ଧର୍ମ ନେତାମାନେ ତା’ ବିରୁଦ୍ଧରେ କେତେକ ଅଭିଯୋଗ ଆଣିଲେ ଓ ମୋତେ ତାକୁ ଦୋଷୀ ସାବ୍ୟସ୍ତ କରିବାକୁ କହିଲେ।

Viz kapitola kopírovat

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

15 ମୁଁ ଯିରୂଶାଲମ ସହରରେ ଥିବା ସମୟରେ ଯିହୁଦୀମାନଙ୍କର ପ୍ରଧାନ ଯାଜକବର୍ଗ ଓ ପ୍ରାଚୀନମାନେ ତାହା ବିଷୟରେ ମୋ, ନିକଟରେ ଆବେଦନ କରି ତାହା ବିରୁଦ୍ଧରେ ଦଣ୍ଡାଜ୍ଞା ବିନତି କଲେ।

Viz kapitola kopírovat




ପ୍ରେରିତ 25:15

Následuj nás:

Reklamy


Reklamy