ପ୍ରେରିତ 25:13 - ପବିତ୍ର ବାଇବଲ13 କିଛି ଦିନ ପରେ ଆଗ୍ରିପ୍ପା ରାଜା ଓ ରାଣୀ ବର୍ଣ୍ଣୀକୀ ଫେଷ୍ଟଙ୍କ ସାଙ୍ଗରେ ଦେଖା କରିବାକୁ କାଇସରୀଆ ନଗରକୁ ଗଲେ। Viz kapitolaପବିତ୍ର ବାଇବଲ (Re-edited) - (BSI)13 କେତେକ ଦିନ ଗତ ହେଲା ପରେ ରାଜା ଆଗ୍ରିପ୍ପା ଓ ବର୍ଣ୍ଣୀକୀ କାଇସରିଆକୁ ଆସି ଫେଷ୍ଟଙ୍କୁ ସାକ୍ଷାତ କଲେ। Viz kapitolaଓଡିଆ ବାଇବେଲ13 କେତେକ ଦିନ ଗତ ହେଲା ପରେ ରାଜା ଆଗ୍ରିପ୍ପା ଓ ବର୍ଣ୍ଣୀକୀ କାଇସରିୟାକୁ ଆସି ଫେଷ୍ଟସଙ୍କୁ ସାକ୍ଷାତ କଲେ । Viz kapitolaପବିତ୍ର ବାଇବଲ (CL) NT (BSI)13 କିଛିଦିନ ପରେ ରାଜା ଆଗ୍ରୀପା ଓ ବର୍ଣ୍ଣିସ୍ ଫେଷ୍ଟସ୍ଙ୍କୁ ସ୍ୱାଗତ ଜଣାଇବା ପାଇଁ କାଇସରିଆ ପରିଦର୍ଶନରେ ଆସିଲେ। Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT13 କେତେକ ଦିନ ଗତ ହେଲା ପରେ ରାଜା ଆଗ୍ରିପ୍ପା ଓ ବର୍ଣ୍ଣୀକୀ କାଇସରିୟାକୁ ଆସି ଫେଷ୍ଟସ୍ଙ୍କୁ ସାକ୍ଷାତ କଲେ। Viz kapitola |