Online Bible

- Reklamy -




ପ୍ରେରିତ 23:31 - ପବିତ୍ର ବାଇବଲ

31 ତେଣୁ ତାହାଙ୍କ ଆଦେଶ ଅନୁସାରେ, ସୈନିକମାନେ ପାଉଲଙ୍କୁ ଧରି ନେଲେ ଏବଂ ରାତ୍ରିୀରେ ଆନ୍ତିପାତ୍ରି ନଗରକୁ ଆଣିଲେ।

Viz kapitola kopírovat

ପବିତ୍ର ବାଇବଲ (Re-edited) - (BSI)

31 ସେଥିରେ ସୈନ୍ୟମାନେ ପ୍ରାପ୍ତ ଆଦେଶାନୁସାରେ ପାଉଲଙ୍କୁ ଘେନି ରାତ୍ରିକାଳରେ ତାଙ୍କୁ ଆନ୍ତିପାତ୍ରିକୁ ଆଣିଲେ।

Viz kapitola kopírovat

ଓଡିଆ ବାଇବେଲ

31 ସେଥିରେ ସୈନ୍ୟମାନେ ପ୍ରାପ୍ତ ଆଦେଶାନୁସାରେ ପାଉଲଙ୍କୁ ନେଇ ରାତ୍ରିକାଳରେ ତାହାଙ୍କୁ ଆନ୍ତିପାତ୍ରିକୁ ଆଣିଲେ ।

Viz kapitola kopírovat

ପବିତ୍ର ବାଇବଲ (CL) NT (BSI)

31 ସୈନ୍ୟମାନେ ସେହି ଆଦେଶ ଅନୁଯାୟୀ ପାଉଲଙ୍କୁ ସେହି ରାତିରେ ଆନ୍ତିପଟ୍ରିସ୍ରେ ପହଞ୍ଚାଇ ଦେଲେ।

Viz kapitola kopírovat

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

31 ସେଥିରେ ସୈନ୍ୟମାନେ ପ୍ରାପ୍ତ ଆଦେଶାନୁସାରେ ପାଉଲଙ୍କୁ ନେଇ ରାତ୍ରିକାଳରେ ତାହାଙ୍କୁ ଆନ୍ତିପାତ୍ରିକୁ ଆଣିଲେ।

Viz kapitola kopírovat




ପ୍ରେରିତ 23:31

Následuj nás:

Reklamy


Reklamy