ପ୍ରେରିତ 21:38 - ପବିତ୍ର ବାଇବଲ38 ତେବେ ତୁମ୍ଭେ କ’ଣ ସେ ମିଶରୀୟ ଲୋକ ନୁହଁ, ଯିଏ କିଛି ବର୍ଷ ପୂର୍ବେ ସରକାରଙ୍କ ବିରୁଦ୍ଧରେ ବିଦ୍ରୋହ କରିଥିଲା ଓ ଗ୍ଭରି ହଜାର ଆତଙ୍କବାଦୀଙ୍କୁ ନେଇ ମରୁଭୂମିକୁ ଗ୍ଭଲିଯାଇଥିଲା।” Viz kapitolaପବିତ୍ର ବାଇବଲ (Re-edited) - (BSI)38 ତେବେ, ଯେଉଁ ମିସରୀୟ ଲୋକ ଏଥିପୂର୍ବେ ବିଦ୍ରୋହ ଲଗାଇ ଚାରିହଜାର ଡକାଇତମାନଙ୍କୁ ପ୍ରାନ୍ତରକୁ ଘେନିଯାଇଥିଲା, ତୁମ୍ଭେ କି ସେହି ନୁହଁ? Viz kapitolaଓଡିଆ ବାଇବେଲ38 ତେବେ, ଏଥିପୂର୍ବେ ଯେଉଁ ମିସରୀୟ ଲୋକ ବିଦ୍ରୋହ ଲଗାଇ ଚାରି ହଜାର ଡକାଇତମାନଙ୍କୁ ପ୍ରାନ୍ତରରୁ ଘେନିଯାଇଥିଲେ, ତୁମ୍ଭେ କି ସେହି ନୁହଁ ? Viz kapitolaପବିତ୍ର ବାଇବଲ (CL) NT (BSI)38 ତାହାହେଲେ କିଛି ଦିନ ପୂର୍ବେ ମିସରରେ ଯେଉଁ ଲୋକ ବିପ୍ଳବ କରି ଚାରି ହଜାର ସଶସ୍ତ୍ର ସନ୍ତ୍ରାସବାଦୀଙ୍କୁ ନେଇ ମରୁଭୂମିରେ ପହଞ୍ଚିଥିଲା, ତୁମେ ତ ସେହି ଲୋକ ନୁହଁ!” Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT38 ତେବେ, ଏଥିପୂର୍ବେ ଯେଉଁ ମିସରୀୟ ଲୋକ ବିଦ୍ରୋହ ଲଗାଇ ଚାରି ହଜାର ଡକାଇତମାନଙ୍କୁ ପ୍ରାନ୍ତରରୁ ଘେନିଯାଇଥିଲେ, ତୁମ୍ଭେ କି ସେହି ନୁହଁ? Viz kapitola |