ପ୍ରେରିତ 21:36 - ପବିତ୍ର ବାଇବଲ36 ତଥାପି ଲୋକସମୂହ ତାହାଙ୍କ ପଛରେ ଯାଉ ଯାଉ ପାଟି କଲେ, “ତାହାଙ୍କୁ ହତ୍ୟାକର।” Viz kapitolaପବିତ୍ର ବାଇବଲ (Re-edited) - (BSI)36 କାରଣ ଅସଂଖ୍ୟ ଲୋକ ପଛରେ ଯାଉ ଯାଉ ତାକୁ ବଧ କର ବୋଲି ଚିତ୍କାର କରୁଥିଲେ। Viz kapitolaଓଡିଆ ବାଇବେଲ36 କାରଣ ତାଙ୍କୁ ବଧ କର ବୋଲି ଅସଂଖ୍ୟ ଲୋକ ପଛରେ ଯାଉ ଯାଉ ଚିତ୍କାର କରୁଥିଲେ । Viz kapitolaପବିତ୍ର ବାଇବଲ (CL) NT (BSI)36 ଲୋକମାନେ ସମସ୍ତେ ତାଙ୍କ ପଛେ ପଛେ ଆସି ଚିକ୍ରାର କରି କହୁଥିଲେ, “ତାଙ୍କୁ ହତ୍ୟା କର।” Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT36 କାରଣ ତାହାଙ୍କୁ ବଧ କର ବୋଲି ଅସଂଖ୍ୟ ଲୋକ ପଛରେ ଯାଉ ଯାଉ ଚିତ୍କାର କରୁଥିଲେ। Viz kapitola |